Objection over ‘Toxic’: ଏମିତି ଫିଲ୍ମକୁ ଅନୁମତି ଦେଲା କିଏ?

2 weeks ago 8
ARTICLE AD BOX

ଫିଲ୍ମରେ ୟଶଙ୍କ ଅଭିନୟକୁ ନେଇ ପ୍ରଶଂସା କରାଯାଉଥିବା ବେଳେ ମହିଳା ଚରିତ୍ରକୁ ନେଇ ଆରମ୍ଭ ହୋଇଛି ବିବାଦ। ଫିଲ୍ମର କିଛି ଦୃଶ୍ୟକୁ ନେଇ ଦର୍ଶକ ଆପତ୍ତି ଉଠାଇବା ପରେ ଏହି ବିବାଦ ଆହୁରି ବଢିବାରେ ଲାଗିଛି।

ରିଲିଜ୍ ହେବା ପରଠୁ ଟକ୍ସିକ୍ ଚର୍ଚ୍ଚାରେ ରହିଛି। ଫିଲ୍ମରେ ୟଶଙ୍କ ଅଭିନୟକୁ ନେଇ ପ୍ରଶଂସା କରାଯାଉଥିବା ବେଳେ ମହିଳା ଚରିତ୍ରକୁ ନେଇ ଆରମ୍ଭ ହୋଇଛି ବଡ଼ ବିବାଦ। ବିଶେଷ କରି କିଆରା ଆଡଭାନୀଙ୍କ ଚରିତ୍ରକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି। ଫିଲ୍ମର କିଛି ଦୃଶ୍ୟକୁ ନେଇ ଦର୍ଶକ ଆପତ୍ତି ଉଠାଇବା ପରେ ଏହି ବିବାଦ ଆହୁରି ବଢିବାରେ ଲାଗିଛି। ଆଉ ଏହି ବିବାଦ ଭିତରେ ଏଣ୍ଟ୍ରି ମାରିଛନ୍ତି ପୂର୍ବତନ ବିଜେପି ନେତା କେ ଅନ୍ନାମଲାଇ। ସେ ଫିଲ୍ମକୁ ସମାଲୋଚନା କରିବା ସହ ସିଧାସଳଖ ସେନ୍ସର ବୋର୍ଡକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.