ARTICLE AD BOX
ଅନେକ ବିବାଦ ଭିତରେ ବିବାହ କଲେ। କିନ୍ତୁ ବିବାହ ବର୍ଷେ ପର୍ଯ୍ୟନ୍ତ ଦୁହେଁ ରହୁଥିଲେ ଅଲଗା। ପ୍ରାୟ ଦୁଇ ବର୍ଷ ପରେ ସୋଭିତା ତାଙ୍କ ଦାମ୍ପତ୍ୟ ଜୀବନର ବଡ଼ ଖୁଲାସା କରିଛନ୍ତି ।
ଅନେକବିବାଦଭିତରେବିବାହକଲେ।ସାତଜନ୍ମପାଇଁସାଥିବିହେଲେ।କିନ୍ତୁବିବାହପରେଆସିଲାଦୂରତା।ବର୍ଷେପର୍ଯ୍ୟନ୍ତଦୁହେଁରହୁଥିଲେଅଲଗା !ଆମେକହୁଛୁଅଭିନେତ୍ରୀସୋଭିତାଧୂଲିପାଲାଓନାଗାଚୈତନ୍ୟଙ୍କକଥା।ବିବାହରପ୍ରାୟଦୁଇବର୍ଷପରେସୋଭିତାତାଙ୍କଦାମ୍ପତ୍ୟଜୀବନରବଡ଼ଖୁଲାସାକରିଛନ୍ତି। ଏକସାକ୍ଷାତକାରରେସୋଭିତାକହିଛନ୍ତିଯେ, ସେକେବେବିଭାବିନଥିଲେଯେଜଣେଅଭିନେତାଙ୍କୁବିବାହକରିବେ।ଏପରିକିନିଜରାଜ୍ୟରକାହାକୁବିବାହକରିବେବୋଲିମଧ୍ୟକଳ୍ପନାକରିନଥିଲେ।ପିଲାଦିନରୁସେନିଜବିବାହରେନିଜ ସଂସ୍କୃତିରଝଲକରହିବାନେଇସ୍ବପ୍ନଦେଖୁଥିଲେ।କିନ୍ତୁବିବାହପରେଆସିଲାଅସଲିପରୀକ୍ଷା।ବିବାହରକିଛିସପ୍ତାହପରେହିଁତାଙ୍କୁସୁଟିଂପାଇଁତାମିଲନାଡୁଯିବାକୁପଡ଼ିଲା।ଆଉସେଠାରେସେ୧୫୦ଦିନରୁଅଧିକସମୟରହିଥିଲେ।ଫଳରେବିବାହରପ୍ରଥମବର୍ଷରେସ୍ୱାମୀନାଗାଚୈତନ୍ୟଙ୍କୁମାସକୁମାତ୍ରଥରେଦେଖାକରୁଥିଲେସୋଭିତା
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 week ago
9


