Gandhamardan mining: ଗନ୍ଧମାର୍ଦ୍ଦନ ଖଣି କାର୍ଯ୍ୟ ବନ୍ଦ କଲେ ପ୍ରଭାବିତ ଅଞ୍ଚଳବାସୀ

2 weeks ago 7
ARTICLE AD BOX

ଅଧିକାର ପାଇଁ ରାଜରାସ୍ତାରେ ଲଢେଇ। ଗନ୍ଧମାର୍ଦ୍ଦନ ଓଏମସି ଖଣି କାର୍ଯ୍ୟ ବନ୍ଦ କଲେ ଖଣି ପ୍ରଭାବିତ ଅଞ୍ଚଳବାସୀ। ମିଳିଥିବା ସୂଚନା ମୁତାବକ କେନ୍ଦୁଝର ଗନ୍ଧମାର୍ଦ୍ଦନ ଓଏମସି ଖଣି ଅଞ୍ଚଳ ପ୍ରଭାବିତ ଅଞ୍ଚଳରେ ସରକାରଙ୍କ ବୈମାତୃକ ମନୋଭାବର ଅଭିଯୋଗ ଆଣି ଅଞ୍ଚଳବାସୀ ପ୍ରତିବାଦ କରିଛନ୍ତି ।

 ଗନ୍ଧମାର୍ଦ୍ଦନ ଖଣି କାର୍ଯ୍ୟ ବନ୍ଦ କଲେ ପ୍ରଭାବିତ ଅଞ୍ଚଳବାସୀ

କେନ୍ଦୁଝର: ଅଧିକାର ପାଇଁ ରାଜରାସ୍ତାରେ ଲଢେଇ। ଗନ୍ଧମାର୍ଦ୍ଦନ ଓଏମସି ଖଣି କାର୍ଯ୍ୟ ବନ୍ଦ କଲେ ଖଣି ପ୍ରଭାବିତ ଅଞ୍ଚଳବାସୀ। ମିଳିଥିବା ସୂଚନା ମୁତାବକ କେନ୍ଦୁଝର ଗନ୍ଧମାର୍ଦ୍ଦନ ଓଏମସି ଖଣିଅଞ୍ଚଳ ପ୍ରଭାବିତ ଅଞ୍ଚଳରେ ସରକାରଙ୍କ ବୈମାତୃକ ମନୋଭାବର ଅଭିଯୋଗ ଆଣି ଅଞ୍ଚଳବାସୀ ପ୍ରତିବାଦ କରିଛନ୍ତି । ସେମାନଙ୍କ କହିବା କଥା ଯେ ନିୟମ ଅନୁଯାୟୀ ୧୫ କିଲୋମିଟର ମଧ୍ୟରେ ଥିବା ଅଞ୍ଚଳ ପ୍ରତ୍ୟକ୍ଷ ପ୍ରଭାବିତ ଥିବାବେଳେ ଏଥିରୁ ବଞ୍ଚିତ ରହିଛନ୍ତି ପୁରୁଣା ଅଂଚଳବାସୀ।

ଆହୁରି ପଢନ୍ତୁ :  Air India: ଯାନ୍ତ୍ରିକ ତ୍ରୁଟି: ଦିଲ୍ଲୀ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନକୁ ଲକ୍ଷ୍ନୌକୁ ମାର୍ଗ ପରିବର୍ତ୍ତନ

 ୭ ରୁ ୮ କିମି ଦୂରତାରେ ଥିବା ସତ୍ତ୍ୱେ ବାରମ୍ବାର ଉପେକ୍ଷିତ ହେବା ପରେ ଆଜି ଖଣିର ସମ୍ପୂର୍ଣ୍ଣ କାର୍ଯ୍ୟକୁ ବନ୍ଦ କରିଛନ୍ତି ଶତାଧିକ ମହିଳା ଓ ପୁରୁଷ.। ଦାବି ପୂରଣ ନହେଲେ ଆଗକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଖଣି ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.