Car crash: କାର ଧକ୍କାରେ ସିକ୍ୟୁରିଟି ଗାର୍ଡ ମୃତ

2 weeks ago 9
ARTICLE AD BOX

ସୁନ୍ଦରଗଡ ଜିଲ୍ଲା ରାଉରକେଲା ପ୍ଲୁଟୋନ ମଲ ସମ୍ମୁଖ ରିଂରୋଡ ରେ କାର ଧକ୍କାରେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ହୋଇଛି l ମୃତକ ହେଲେ ସେକ୍ଟର ୬ ଅଞ୍ଚଳର ଇଶ୍ୱର ଓରାମ (୪୨) l ଛେଣ୍ଡ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି l

 କାର ଧକ୍କାରେ ସିକ୍ୟୁରିଟି ଗାର୍ଡ ମୃତ

ରାଉରକେଲା : ସୁନ୍ଦରଗଡଜିଲ୍ଲା ରାଉରକେଲା ପ୍ଲୁଟୋନ ମଲ ସମ୍ମୁଖ ରିଂରୋଡ ରେ କାର ଧକ୍କାରେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ହୋଇଛି l ମୃତକ ହେଲେ ସେକ୍ଟର ୬ ଅଞ୍ଚଳର ଇଶ୍ୱର ଓରାମ (୪୨) l ଛେଣ୍ଡ ପୁଲିସ ଶବ ଜବତ କରିବ୍ୟବଚ୍ଛେଦ ପାଇଁ ପଠାଇଛି l ଦୁର୍ଘଟଣାଗ୍ରସ୍ତକାରକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି l

ଆହୁରି ପଢନ୍ତୁ :  Robbery: କଟୁରୀ ଲଗାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ: ୧୫ ହଜାର ଟଙ୍କା ଏବଂ ବ୍ୟାଗ ନେଇ ଲୁଟେରା ଚମ୍ପଟ

 ଇଶ୍ଵର ପ୍ଲୁଟୋନ ମଲ ସପରଷ୍ଟପ ପୋଷାକ ଦୋକାନରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରନ୍ତି l ପ୍ରତିଦିନ ପରି ଆଜି ଘରୁ ଡ୍ୟୁଟିକୁ ବାଇକରେ ଆସୁଥିଲେ l ରିଂ ରୋଡ଼ରୁ ମଲକୁ ଯାଉଥିବାବେଳେ କାର ତାଙ୍କୁ ଧକ୍କା ଦେଇଥିଲା l ନିକଟରେ ଡ୍ୟୁଟି କରୁଥିବା ମହିଳା ଗୃହରକ୍ଷୀ ଗୁରୁତର ଯୁବକଙ୍କୁ ବଞ୍ଚାଇବାକୁ ପ୍ରୟାସ କରିଥିଲେ ହେଁ ପାରି ନ ଥିଲେ l

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.