ARTICLE AD BOX
ଆମ ଓଡ଼ିଶା ଓ ନୀଳାଚଳ ସାରସ୍ଵତ ସଂଘ, ଆଚାର୍ଯ୍ୟ ବିହାର ଶାଖା ସେବକ ସଂଘର ସଦସ୍ୟ ତପନ କୁମାର ବେହେରାଙ୍କ ଜନ୍ମଦିନରେ ଭୁବନେଶ୍ବରସ୍ଥିତ ଭାରତୀୟ ରେଡକ୍ରସ ଆଞ୍ଚଳିକ ରକ୍ତକେନ୍ଦ୍ରରେ ଶନିବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଠାରେ ରକ୍ତଦାତାମାନେ ୨୦ ୟୁନିଟ୍ ରକ୍ତ ସ୍ବେଚ୍ଛାକୃତ ଦାନ କରିଛନ୍ତିl
/sambad/media/media_files/2026/11/07/whatsapp-image-2026-11-07-15-35-07.jpeg)
/sambad/media/media_files/2026/11/07/whatsapp-image-2026-2026-11-07-15-35-45.jpeg)
1/2
/sambad/media/media_files/2026/11/07/whatsapp-image-2026-11-07-15-36-17.jpeg)
2/2
ସୂଚନାଯୋଗ୍ୟ ଶ୍ରୀ ବେହେରାଙ୍କ ଜନ୍ମଦିନରେ ଏହା ତୃତୀୟ ବର୍ଷ ପାଇଁ ରକ୍ତଦାନ ଶିବରର ଆୟୋଜନ ହୋଇଛି। ପ୍ରଥମ ବର୍ଷ ୧୮ ୟୁନିଟ୍ ଏବଂ ଦ୍ୱିତୀୟ ବର୍ଷ ୨୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ସମ୍ବାଦ ଆମ ଓଡ଼ିଶାର ମିଳିତ ସହଯୋଗରେ ଏହି ରକ୍ତଦାନ ଶିବିରର ଆୟୋଜନ ହୋଇଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

5 days ago
5


