ARTICLE AD BOX
ସଚିନ ତେନ୍ଦୁଲକର ଏବଂ ଏମ୍ଏସ୍ ଧୋନି କ୍ରିକେଟ ଜଗତର ଦୁଇ ଦିଗ୍ଗଜ ଖେଳାଳି । ତେବେ ସଚିନ ତେନ୍ଦୁଲକର ନା ଏମ୍ଏସ୍ ଧୋନି କିଏ ଅଧିକ ଧନୀ? କାହାର ରହିଛି ଅଧିକ ସମ୍ପତ୍ତି?
ଜଣଙ୍କୁ କ୍ରିକେଟର ଭଗବାନ କୁହାଯାଏ। ଆଉ ଜଣେ କ୍ରିକେଟ୍ ଦୁନିଆର ଦମଦାର ତାରକା। ଦୁହେଁ ନିଜ ନିଜ ସମୟରେ କ୍ରିକେଟ୍ ଜଗତରେ ଅଜସ୍ର ସଫଳତା ଏବଂ ଲୋକପ୍ରିୟତା ହାସଲ କରିଛନ୍ତି । ନିଜ ପ୍ରତିଭା ଓ ଦକ୍ଷତା ବଳରେ କ୍ରିକେଟ୍ ଇତିହାସରେ ଛାଡ଼ିଯାଇଛନ୍ତି ଅଫେରା ଛାପ। ଆମେ କହୁଛୁ କ୍ରିକେଟ୍ ଜଗତର ଦୁଇ ମହାନ ଖେଳାଳି ସଚିନ ତେନ୍ଦୁଲକର ଏବଂ ଏମ୍ଏସ୍ ଧୋନିଙ୍କ କଥା। ଏହି ଦୁଇ ଦିଗ୍ଗଜ ଖେଳାଳି କ୍ରିକେଟ୍ରୁ ଅବସର ନେଇସାରିଛନ୍ତି। ମଇଦାନରୁ ଦୂରେଇ ଯାଇଥିଲେ ବି ଦୁହିଁଙ୍କ ଆୟରେ ବିଶେଷ ପ୍ରଭାବ ପଡ଼ିନାହିଁ । ବିଭିନ୍ନ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ, ବ୍ୟବସାୟ ଓ ନିବେଶ ଜରିଆରେ ଆଜି ବି ସେମାନେ ଭଲ ଟଙ୍କା ରୋଜଗାର କରନ୍ତି। ତେବେ ସଚିନ ତେନ୍ଦୁଲକର ନା ଏମ୍ଏସ୍ ଧୋନି କିଏ ଅଧିକ ଧନୀ? କାହାର ରହିଛି ଅଧିକ ସମ୍ପତ୍ତି?
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 week ago
7


