Supreme Court: ବିମାନରେ ଯାତ୍ରା କରନି: ସୁପ୍ରିମକୋର୍ଟ, ଟିକଟ ଦର ମାମଲାର ତତ୍କାଳ ଶୁଣାଣି ପାଇଁ ମନାକଲେ

1 week ago 4
ARTICLE AD BOX

ନୂଆଦିଲ୍ଲୀ: ପାର୍ବଣ ସମୟରେ ବିମାନ ଟିକଟ ଦରରେ ହୋଇଥିବା ଅହେତୁକ ବୃଦ୍ଧି ସମ୍ପର୍କିତ ଏକ ମାମଲାର ତ୍ବରିତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଜଣେ ଆଇନଜୀବୀ ଏକ ଆବେଦନରେ ବିମାନ ଟିକଟ ଦରରେ ହୋଇଥିବା ୭୦୦% ବୃଦ୍ଧି ସମ୍ପର୍କରେ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। 

ବିମାନ ଟିକଟ ଦରରେ ୭୦୦% ବୃଦ୍ଧି
ସେହି ମାମଲାର ଶୁଣାଣି କରି ଜଷ୍ଟିସ ବିକ୍ରମ ନାଥ, ସନ୍ଦୀପ ମେହେଟ୍ଟା ଓ ଅପରାଶେ କୁମାର ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ବିମାନରେ ଯାତ୍ରା ନ କରିବାକୁ ଆବେଦନକାରୀଙ୍କ କହିଥିଲେ। ମାମଲାର ତତ୍କାଳ ଶୁଶାଣିର କୌଣସି ଆବଶ୍ୟକତା ନାହିଁ ବୋଲି ଦର୍ଶାଇ ପରବର୍ତ୍ତୀ ମାମଲା କଣ ଅଛି ବୋଲି ପଚାରିଥିଲେ। ପୂର୍ବରୁ ଏହି ପ୍ରସଙ୍ଗରେ ସାମାଜିକ କର୍ମୀ ଏସ୍‌ ଲକ୍ଷ୍ମୀନାରାୟଣ ଦାଖଲ କରିଥିବା ମାମଲାର ଶୁଣାଣି ଗତ ଅକ୍ଟୋବରରେ ସୁପ୍ରମେକୋର୍ଟରେ ହୋଇଥିଲା।

South London: ମାତ୍ର ୧୨ ବର୍ଷ ବୟସରେ ବନ୍ୟଜନ୍ତୁ ସୁରକ୍ଷା ଅଭିଯାନ ଆରମ୍ଭ କଲେ ବିଦେଶୀ ବାଳକ: ବିକ୍ରି କଲେ ନିଜର ପୋଷାକ ଓ ଖେଳଣା

Read Entire Article
LEFT SIDEBAR AD

Hidden in mobile, Best for skyscrapers.