ARTICLE AD BOX
ସୋର:ବାଲେଶ୍ୱରଜିଲ୍ଲା ସୋର ଅଞ୍ଚଳର ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୋର ପବ୍ଲିକ ସ୍କୁଲରେ ପଢ଼ୁଥିବା ସବିରା ଗ୍ରାମର ଛାତ୍ର ନିଖିଲ୍ ତରେଇ କୁରକୁରେ ଖାଇବା ପରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି।
Advertisment
ପ୍ରାର୍ଥନା ବେଳେ ହଠାତ ଅସୁସ୍ଥ
ପରିବାର ଲୋକଙ୍କ କହିବା ଅନୁଯାୟୀ,ଆଜି ସକାଳେ ନିଖିଲ ଘରୁ ଆସିବା ସମୟରେ ରାସ୍ତାରେ କୁରକୁରେ ଖାଇଥିଲା। ସ୍କୁଲରେ ପ୍ରାର୍ଥନା ହେଉଥିବା ବେଳେ ସେ ହଠାତ ଅସୁସ୍ଥ ହୋଇପଡିବାରୁ ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ଡ଼ାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କର ଚିକିତ୍ସା କରାଯିବା ପରେ ଏବେ ସୁସ୍ଥ ଥିବା ଜଣାପଡିଛି।
Pratap Sarangi: କୋଳକୁ ଫେରିଲା ଝିଅ, ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ କୃତଜ୍ଞତା ଜଣାଇଲେ ବାପା

1 month ago
9


