ARTICLE AD BOX
କବିତା ଦୁଇ ଶ୍ରାବଣର ଚିତ୍ର ମାଧ୍ୟମରେ କବି ଶ୍ରାବଣର ଦୁଇ ବର୍ଷର ଭିନ୍ନ ଚିତ୍ର ମାଧ୍ୟମରେ ପ୍ରକୃତିର ପରିବର୍ତ୍ତନ ଓ ବର୍ଷାର ବିଡ଼ମ୍ବନାକୁ ବ୍ୟଙ୍ଗାତ୍ମକ ଢଙ୍ଗରେ ଚିତ୍ରଣ କରିଛନ୍ତି। ଯାହା ସାବଲୀଳ ହେଲେ ବି ପରିବେଶ ପାଇଁ ଏକ ଗଭୀର ଚିନ୍ତନର କଥା।
Rain Photograph: (internet)ଦୁଇଟି ଶ୍ରାବଣ ଚିତ୍ର
ଶୈଳଜ ରବି
ଶ୍ରାବଣ ୨୦୨୫
ଇନ୍ଦ୍ରକୁ ହଉନି ସକ୍
ଭରା ଶ୍ରାବଣ
କାଠଯୋଡ଼ି ଛାତିରେ ବାଲିବୁହା ଟ୍ରକ୍!
ଆହୁରି ପଢ଼ନ୍ତୁ- Law and Order in Festive season ପାର୍ବଣ ଋତୁ ପୂର୍ବରୁ ରାଜ୍ୟରେ ଆଗୁଆ ସୁରକ୍ଷା ବ୍ୟବସ୍ଥା
ଶ୍ରାବଣ ୨୦୨୬
ସପ୍ତାହେ ହେଲା ମୂଷଳଧାରାରେ
ବିରାଡ଼ି-କୁକୁର ବର୍ଷା
ଏଇ ଆଜି ଯାହା କୁଣ୍ଡା ଝାଡୁଚି
ଆକାଶ ଦିଶୁଚି ଫର୍ଚ୍ଚା।
ମୋ: ୯୪୩୯୦୬୩୩୧୦
ଅଧିକ ଦେଖନ୍ତୁ-
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 week ago
7


