GSSBY: ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା: ଆବେଦନ ପାଇଁ ଖୋଲିଲା ପୋର୍ଟାଲ

5 days ago 2
ARTICLE AD BOX

ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା (Gopabandhu Sambadika Swasthya Bima Yojana) ୨୦୨୬-୨୭ ପାଇଁ ନୂତନ ଆବେଦନ ଗ୍ରହଣ ନିମନ୍ତେ ଅନଲାଇନ୍ ପୋର୍ଟାଲ ଖୋଲିଯାଇଛି। ଯେଉଁ କାର୍ଯ୍ୟରତ ସାମ୍ବାଦିକମାନେ ପୂର୍ବରୁ ଏହି ଯୋଜନାରେ...

 ଆବେଦନ ପାଇଁ ଖୋଲିଲା ପୋର୍ଟାଲ

ଭୁବନେଶ୍ବର: ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା (Gopabandhu Sambadika Swasthya Bima Yojana) ୨୦୨୬-୨୭ ପାଇଁ ନୂତନ ଆବେଦନ ଗ୍ରହଣ ନିମନ୍ତେ ଅନଲାଇନ୍ ପୋର୍ଟାଲ ଖୋଲିଯାଇଛି। ଯେଉଁ କାର୍ଯ୍ୟରତ ସାମ୍ବାଦିକମାନେ ପୂର୍ବରୁ ଏହି ଯୋଜନାରେ ପଞ୍ଜୀକୃତ ହୋଇନାହାନ୍ତି, ସେମାନେ ୦୯.୧୧.୨୦୨୬ ରୁ ୩୦.୧୧.୨୦୨୬ ମଧ୍ୟରେ ଅନଲାଇନ୍ ମାଧ୍ୟମରେ ନୂତନ ଆବେଦନ କରିପାରିବେ। ୱେବସାଇଟ୍ https://owjws.odisha.gov.in ମାଧ୍ୟମରେ ‌ଆବେଦନ କରିପାରିବେ।  

ଗୁରୁତ୍ୱପୂର୍ଣ୍ଣ ସୂଚନା

  • ଡିସେମ୍ବର ୧ ରୁ ୧୦ ତାରିଖ ମଧ୍ୟରେ ଜିଲ୍ଲା ସ୍ତରରେ ଆବେଦନଗୁଡ଼ିକର ଯାଞ୍ଚ କରାଯିବ 
  • ଆବେଦନ ସମୟରେ ଆବଶ୍ୟକ ତଥ୍ୟ ଓ ଦଲିଲପତ୍ର ସଠିକ୍ ଭାବେ ଦାଖଲ କରିବା ପାଇଁ ଅନୁରୋଧ 
  • ଯୋଗ୍ୟ ଓ ଇଚ୍ଛୁକ କାର୍ଯ୍ୟରତ ସାମ୍ବାଦିକ ବନ୍ଧୁମାନଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନ କରିବାକୁ ଅନୁରୋଧ 

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.