Ganja Seized: ଟ୍ରାକ୍ଟରରୁ ୪୪୦ କେଜି ଗଂଜେଇ ଜବତ

1 week ago 7
ARTICLE AD BOX

କାଲିମେଳା: ଟ୍ରାକ୍ଟରରୁ ୪୪୦ କେଜି ଗଂଜେଇ ଜବତ । କାଲିମେଳା ଥାନା ଅନ୍ତର୍ଗତ ଭେଂକଟପଲମ ଜଂଗଲ ନିକଟରୁ ଏହି ଗଂଜେଇ ଜବତ କରିଛି କାଲିମେଳା ପୁଲିସ । ଏକ ନମ୍ବର ବିହୀନ ଟ୍ରାକ୍ଟରରେ ଚାଲାଣ ହେଉଥିବାବେଳେ କାଲିମେଳା ପୁଲିସ ହାବୁଡ଼ରେ ପଡ଼ିଥିଲେ ଗଂଜେଇ ମାଫିଆ। ତେବେ ଘଟଣା ସ୍ଥଳରୁ ଗଂଜେଇ ମାଫିଆ ଫେରାର ହୋଇଯିବାରେ ସଫଳ ହୋଇଥିଲେ ।

ଲାଗିଲା ଧାନ ବସ୍ତା, ବାହାରିଲା ଗଂଜେଇ

ଜରି ବସ୍ତାରେ ଗଂଜେଇ ଭର୍ତି କରି ଟ୍ରାକ୍ଟରରେ ବାହାର ରାଜ୍ୟକୁ ଚାଲାଣ କରାଯାଉଥିଲା ଏହି ସବୁ ଗଂଜେଇ। ଟ୍ରାକ୍ଟରରେ ଧାନବସ୍ତା ଲଦା ହୋଇଛି ବୋଲି ପ୍ରଥମେ ପୁଲିସଭାବିଥିଲା । ତେବେ ପରେ ସଂଦେହ ହେବାରୁ ଟ୍ରାକ୍ଟରକୁ ଅଟକାଇ ଯାଞ୍ଚ କରିବାରେ ସେଥିରୁ ଏହି ସବୁ ଗଂଜେଇ ରହିଥିବାର ଦେଖିବାକୁ ମିଳିଥିଲା । ଜବତ ଗଂଜେଇର ବଜାର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୁଲିସ ଅନୁମାନ କରୁଛି ।

କଞ୍ଚଗୁମା ଗ୍ରାମରେ ପ୍ରାୟ ଏକ ସପ୍ତାହ ହେଲା ଲୋକଙ୍କୁ ଜ୍ବର ହେଉଛି

Read Entire Article
LEFT SIDEBAR AD

Hidden in mobile, Best for skyscrapers.