ARTICLE AD BOX
ବିନା ଅନୁମତିରେ ଗଛକଟା ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ନବରଙ୍ଗପୁର ଡାବୁଗାଁ ରେଞ୍ଜର ଫରେଷ୍ଟର ବିପିନ କୁମାର ହରିଜନଙ୍କୁ ସସ୍ପେଣ୍ଡ କଲେ ଡିଏଫଓ। ବିପିନ କୁମାର ହରିଜନ ଝରିଗାଁ ମୋହରା ସେକ୍ସନରେ କାର୍ଯ୍ୟରତ ଥିବା ବେଳେ ବେଆଇନ ଗଛ କାଟିଥିଲେ।
forester suspended Photograph: (sambad.in)ନବରଙ୍ଗପୁର: ଡାବୁଗାଁ ରେଞ୍ଜ ମୈଦଲପୁର ସେକ୍ସନ ଫରେଷ୍ଟର ବିପିନ କୁମାର ହରିଜନଙ୍କୁ ସସ୍ପେଣ୍ଡ କଲେ ନବରଙ୍ଗପୁର ଡିଏଫଓ ଉଦୟନ଼ ସୁବୁଦ୍ଧି।
ବିନା ଅନୁମତିରେ ଗଛକଟା ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ସସ୍ପେଣ୍ଡ କରା ଯାଇଛି।
କାରଣ ଦର୍ଶାଅ ନୋଟିସର ଉତ୍ତର ସନ୍ତୋଷଜନକ ନହେବାରୁ କାର୍ଯ୍ୟାନୁଷ୍ଠାନ
ବିପିନ କୁମାର ହରିଜନ ଝରିଗାଁ ମୋହରା ସେକ୍ସନରେ କାର୍ଯ୍ୟରତ ଥିବା ବେଳେ ବେଆଇନ ଗଛ କାଟିଥିଲେ। ସେ ଦେଓବନ୍ଧ-ଜାମାଦରପଡ଼ା ରାସ୍ତାରେ ବେଆଇନ ଗଛ କାଟିଥିଲେ। କାରଣ ଦର୍ଶାଅ ନୋଟିସର ଉତ୍ତର ସନ୍ତୋଷଜନକ ନହେବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
Chief Minister: ସେମିକନ୍ ଇଣ୍ଡିଆରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ନରାଜରେ ‘ଓଡ଼ିଶା ସିଲିକନ ଭ୍ୟାଲି’
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

24 minutes ago
1


