Cricket: ଭାରତ-ପାକିସ୍ତାନ ବିଶ୍ବକପ୍‌ ମୁକାବିଲା: ଟିକେଟ ଲାଗି ରେକର୍ଡ ୮୪ ଲକ୍ଷ ଅବେଦନ

49 minutes ago 1
ARTICLE AD BOX

ଜୋହାନେସବର୍ଗ: ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବ୍ୟାରେ ଖେଳାଯିବ ୨୦୨୭ ଦିନିକିଆ ବିଶ୍ବକପ୍‌। ଜୋହାନେସ୍‌ବର୍ଗର ଦ ୱାଣ୍ଡେରର୍ସରେ ଦୁଇ ଚିରପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ଅକ୍ଟୋବର ୧୦ ତାରିଖରେ ଲଢ଼େଇକୁ ଅବତୀର୍ଣ୍ଣ ହେବେ। ଏହି ମ୍ୟାଚ୍‌ ଆଉ ପ୍ରାୟ ୧୧ ମାସ ଥିଲା ବେଳେ ଏବେଠୁ ଏହାର ଚାହିଦା ବଢ଼ିଲାଣି। 

ସମାନ ପଡ଼ିଆରେ ଖେଳାଯିବ ଫାଇନାଲ୍‌
ଏହି ମ୍ୟାଚ୍‌ର ଟିକେଟ ଲାଗି ୮୪ ଲକ୍ଷ ଆବେଦନ ଆସିଥିବା ଆୟୋଜକ ପକ୍ଷରୁ ସୂଚନା ଦିଆଯାଇଛି। କିନ୍ତୁ ଏହି ପଡ଼ିଆର କ୍ଷମତା ୩୪,୦୦୦ ରହିଛି। ଏହି ସମାନ ପଡ଼ିଆରେ ଫାଇନାଲ୍‌ ବି ଖେଳାଯିବ। ଏଥିପାଇଁ ଭାରତ-ପାକିସ୍ତାନ ମ୍ୟାଚ୍‌ଠୁ କିଛି କମ୍‌ ପ୍ରାୟ ୮୦ ଲକ୍ଷ ଆବେଦେନ ଆସିଛି। ଅକ୍ଟୋବର ୨ରୁ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ୧୪ ଦଳୀୟ ପ୍ରତିଯୋଗିତା ଲାଗି ମୋଟ ଉପରେ ୧୨ କୋଟିରୁ ଆବେଦନ ଆସିଲାଣି।

ବୁଦାପେଷ୍ଟ ଓପନ୍‌ ଜିତି ହାସଲ କରିଥିଲେ ପ୍ରଥମ କପର ଲେଭବ ମୁକୁଟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.