ARTICLE AD BOX
ପବିତ୍ର ଦୀପାବଳି ଅବରସରେ ରାମନଗରୀ ‘ଅଯୋଧ୍ୟା’ରେ ଶନିବାର ସନ୍ଧ୍ୟାରେ ଦୀପୋତ୍ସବ ପାଳନ କରାଯାଇଛି। ଭଗବାନ ସୂର୍ଯ୍ୟଙ୍କ ଅସ୍ତ ପରେ ସରଯୂ ନଦୀର ୫୬ଟି ଘାଟରେ ଶ୍ରଦ୍ଧାଳୁମାନେ ୩୦ ଲକ୍ଷ ଦୀପ ପ୍ରଜ୍ବଳିତ କରିଛନ୍ତି। ଏହି ଭବ୍ୟ ଦୃଶ୍ୟ ଭକ୍ତଙ୍କୁ ଆତ୍ମବିଭୋର କରିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

5 days ago
2


