Dead Body: ପ୍ରାଚୀ ନଦୀରୁ ଅଜଣା ଯୁବକଙ୍କ ଶବ ଉଦ୍ଧାର

5 days ago 4
ARTICLE AD BOX

ବାଲିପାଟଣା ଥାନା ନରିଶୋ ପଞ୍ଚାୟତ ସ୍ଥିତ କଣ୍ଟାପଡ଼ା ନିକଟରେ ପ୍ରବାହିତ ପ୍ରାଚୀ ନଦୀ ଗର୍ଭରେ ଅଜଣା ମୃତଦେହ ଭାସୁଥିବା‌ ଦେଖା ଯାଇଛି | ଖବର ପ୍ରଚାରିତ ହେବା ମାତ୍ରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା।

 (sambad.in) dead body Photograph: (sambad.in)

ବାଲିପାଟଣା: ବାଲିପାଟଣା ଥାନା ନରିଶୋ ପଞ୍ଚାୟତ ସ୍ଥିତ କଣ୍ଟାପଡ଼ା ନିକଟରେ ପ୍ରବାହିତ ପ୍ରାଚୀ ନଦୀ ଗର୍ଭରେ ଅଜଣା ମୃତଦେହ ଭାସୁଥିବା‌ ଦେଖା ଯାଇଛି | ଖବର ପ୍ରଚାରିତ ହେବା ମାତ୍ରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ ନିଆଳୀ ଅଗ୍ନିଶମ ବିଭାଗ ଓ ବାଲିପାଟଣା ଥାନା ପୁଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି ।‌

Rural Problem: ଚାରି ଦିନ ହେଲା ସମ୍ପୁର୍ଣ୍ଣ ବିଚ୍ଛିନ୍ନ ଅବସ୍ଥାରେ ୫୦ରୁ ଊର୍ଦ୍ଧ୍ଵ ପରିବାର

ପରିଚୟ ଅସ୍ପଷ୍ଟ

ପରବର୍ତ୍ତୀ ସମୟରେ ମୃତ୍ୟୁ ବ୍ୟକ୍ତି ପ୍ରାଚୀ ନଦୀକୁ କେମିତି ଆସିଲେ। ତାଙ୍କ ପରିଚୟ କ'ଣ ପୁଲିସ ଖୋଳତାଡ଼ ଆରମ୍ଭ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିବା  ସୂଚନା ମିଳିଛି ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.