Badminton: କ୍ବାର୍ଟରରେ ଅଟକିଲେ ଶ୍ରୀକାନ୍ତ

1 week ago 8
ARTICLE AD BOX

ସେନ୍‌ଝାନ୍‌: ଚଳିତ ବିଡବ୍ଲ୍ୟୁଏଫ୍‌ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍‌ରୁ ବିଦାୟ ନେଇଛନ୍ତି ନିକଟରେ ବିଶ୍ବ କାଂସ୍ୟ ପଦକ ଜିତିଥିବା ଭାରତୀୟ ଭେଟେରାନ କିଦାମ୍ବି ଶ୍ରୀକାନ୍ତ। ଶୁକ୍ରବାର ପୁରୁଷ ଏକକ କ୍ବାର୍ଟରଫାଇନାଲ୍‌ରେ ୨୦୨୧ ବିଶ୍ବ ରୌପ୍ୟ ବିଜେତା ଶ୍ରୀକାନ୍ତ ୧୬-୨୧, ୧୬-୨୧ରେ ହଂକଂର ଲି ଚିଉକ୍‌ ୟିଉଙ୍କଠୁ ହାରିଯାଇଥିଲେ।

Advertisment

ହଂକଂର ଲି ଚିଉକ୍‌ ୟିଉଙ୍କଠୁ ହାରିଯାଇଥିଲେ

ପୂର୍ବରୁ ଶ୍ରୀକାନ୍ତ ୨୧-୧୬, ୨୧-୧୯ରେ ବିଶ୍ବର ୯ ନମ୍ବର କାନାଡ଼ା ଖେଳାଳି ଭିକ୍ଟର ଲାଇଙ୍କୁ ଏବଂ ବିଶ୍ବର ୨୧ନଂ ଚାଇନିଜ୍‌ ତାଇପେର ଚି ୟୁ-ଜେନ୍‌ଙ୍କୁ ୨୧-୧୬, ୨୧-୧୫ରେ ହରାଇ କ୍ବାର୍ଟରଫାଇନାଲ୍‌ରେ ପହଞ୍ଚିଥିଲେ।

Atapattu’s: ଆଟାପାଟୁଙ୍କ ରେକର୍ଡ ସ୍ପେଲ୍‌: ୨୧ ବଲ୍‌ରେ ୭ ୱିକେଟ୍‌

Read Entire Article
LEFT SIDEBAR AD

Hidden in mobile, Best for skyscrapers.