ARTICLE AD BOX
ଦ୍ରୁତ ଗତିରେ ଗାଡ଼ି ଚଳାଇବା ସହ ଓଭରଟେକ ଯୋଗୁଁ ଦୁର୍ଘଟଣାର ଶିକାର ହେଲା ବସ୍ | ରାସ୍ତାର ବ୍ୟାରିକେଡ଼ ଟପି ଚାଲିଗଲା ଦ୍ରୁତଗାମୀ ବସ | କଟକ-ଭୁବନେଶ୍ୱର ରାସ୍ତାର ଭାଣପୁରଠାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି |
The bus met with an accident due to speeding and overtaking Photograph: (SAMBAD.IN)କଟକ: ଦ୍ରୁତ ଗତିରେ ଗାଡ଼ି ଚଳାଇବା ସହ ଓଭରଟେକ ଯୋଗୁଁ ଦୁର୍ଘଟଣାର ଶିକାର ହେଲା ବସ୍ | ରାସ୍ତାର ବ୍ୟାରିକେଡ଼ ଟପି ଚାଲିଗଲା ଦ୍ରୁତଗାମୀ ବସ | କଟକ-ଭୁବନେଶ୍ୱର ରାସ୍ତାର ଭାଣପୁରଠାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି |
ଟ୍ରାଫିକ ସମସ୍ୟା ଉପୁଜିଥିଲା
ମିଳିଥିବା ସୂଚନା ମୁତାବକ ସିଂହପୁରରୁ ଭୁବନେଶ୍ୱର ଯାଉଥିବା ଖଣ୍ଡେଇ ନାମକବସ ଆଜି ଭାରସାମ୍ୟ ହରାଇ ରାସ୍ତାର ଅନ୍ୟ ପାର୍ଶ୍ୱରୁ ଆସି ବ୍ୟାରିକେଡ଼ ଉପରେ ଚଢିଯାଇଥିଲା | ତେବେ ଦୁର୍ଘଟଣା ପରେ ଏହି ବସ ଜାତୀୟ ରାଜପଥ ଉପରେ ଥିବାରୁ ଟ୍ରାଫିକ ସମସ୍ୟା ଉପୁଜିଥିଲା | ବହୁ ସମୟ ଯାଏଁ ଭୁବନେଶ୍ୱରରୁ କଟକ ଯାଉଥିବା ଗାଡ଼ିଗୁଡିକ ଅଟକିଯାଇଥିଲା |
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 week ago
6


