‘ହାତୀପଲ’ଙ୍କ ଜଳକ୍ରୀଡ଼ା

21 minutes ago 1
ARTICLE AD BOX

‌କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନରେ ୨୫ ଟିକିଆ ହାତୀପଲର ଉପଦ୍ରବ। ବଣକାଟି-ଝାଲିଆବେଡା ଜଙ୍ଗଲରୁ ବାହାରି ଧାନ ଫସଲ ଖାଇ ଦଳି ଚକଟି ନଷ୍ଟ କଲା ପରେ ଆଜି ଭୋର୍ ସକାଳରେ ବଣକାଟି ଜଙ୍ଗଲ ମଧ୍ୟରେ ଥିବା ପୋଖରୀରେ ଜଳକ୍ରୀଡ଼ା କରୁଥିବା ଦେଖିବାକୁ ମିଳିଛି।

 ପରମା ନନ୍ଦ ମହାନ୍ତ ଫଟୋ ଏବଂ ରିପୋର୍ଟ: ପରମା ନନ୍ଦ ମହାନ୍ତ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.