ARTICLE AD BOX
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 'ପାଞ୍ଚଜନ୍ୟ' ଦ୍ୱାରା ଆୟୋଜିତ ଦୁଇ ଦିନିଆ 'ସୁଶାସନ ସମ୍ବାଦ- ଓଡ଼ିଶା କୀ ଉଡ଼ାଣ ୨.୦' ସମାରୋହର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ 'ପାଞ୍ଚଜନ୍ୟ' ପତ୍ରିକାର ଓଡ଼ିଶା ବିଶେଷାଙ୍କ 'ଉଁଚୀ ଉଡ଼ାଣ'ର ଉନ୍ମୋଚନ କରିଛନ୍ତି।
/sambad/media/media_files/2026/09/02/odisha-ki-udaan1-2026-09-02-19-54-59.jpg)
/sambad/media/media_files/2026/09/02/odisha-ki-udaan-2026-09-02-19-55-36.jpg)
1/2
ରାଜ୍ୟର ଅଗ୍ରଗତି, ସମୃଦ୍ଧ ସଂସ୍କୃତି ଓ ଅପାର ସମ୍ଭାବନାକୁ ଜାତୀୟ ସ୍ତରରେ ଗୌରବର ସହ ପ୍ରଦର୍ଶିତ କରିବାରେ ଏହା ଏକ ପ୍ରଶଂସନୀୟ ପ୍ରୟାସ ବୋଲି କହିଛନ୍ତି।
/sambad/media/media_files/2026/09/02/odisha-ki-udaan2-2026-09-02-19-55-49.jpg)
2/2
ଏହି ସମାରୋହରେ 'ପାଞ୍ଚଜନ୍ୟ'ର ସମ୍ପାଦକ ହିତେଶ ଶଙ୍କର ଜୀ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କ୍ଷେତ୍ର ପ୍ରଚାରକ ପ୍ରମୁଖ ମାନନୀୟ ପ୍ରସନ୍ନ ମିଶ୍ର ଜୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 weeks ago
8


