ARTICLE AD BOX
ରାଖୀ ପୂର୍ବରୁ ସ୍ପିଡ୍ ପୋଷ୍ଟ୍ରେ ବଡ଼ ପରିବର୍ତ୍ତନ। ଅଗଷ୍ଟ ୧ ରୁ ବଦଳିବ ଡାକ ବିଭାଗର ନିୟମ। ଏଣିକି ଡକ୍ୟୁମେଣ୍ଟ ଓ ପାର୍ସଲ ପାଇଁ ଦେବାକୁ ପଡ଼ିବ ଅଲଗା ଅଲଗା ଶୁଳ୍କ। ଏହା ସହ ୨୪ ଓ ୪୮ ଘଣ୍ଟା ମଧ୍ୟରେ ଫାଷ୍ଟ ଡେଲିଭରି ପାଇଁ ଆସୁଛି ନୂଆ ଏକ୍ସପ୍ରେସ୍ ସେବା। କେଉଁ ସାମଗ୍ରୀ ପାଇଁ କେତେ ନିୟମ? ସ୍ପିଡ୍ ପୋଷ୍ଟ କରିବା ପୂର୍ବରୁ ଜାଣିନିଅନ୍ତୁ ନୂଆ ଦର ଓ ବ୍ୟବସ୍ଥା।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

3 days ago
1


