ବାଣ ଗୋଦାମରେ ପୁଣି ପୁଲିସ ଚଢ଼ାଉ

21 minutes ago 1
ARTICLE AD BOX

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ଏକ ବାଣ ଗୋଦାମ ଉପରେ ପୁଣି ଚଢ଼ାଉ କରି ବିପୁଳ ପରିମାଣର ବାଣ ଜବତ କରିଛି ପୁଲିସ। ଜବତ ବାଣର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ରାଣୀପେଣ୍ଠରୁ କାଶୀନଗର ଯିବା ରାସ୍ତାରେ ରେଳ ଫାଟକ ନିକଟରେ ଥିବା ଏକ ଗୋଦାମରେ ବାଣ ଗଚ୍ଛିତ ଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଏହାକୁ ଆଧାର କରି ପାରଳାଖେମୁଣ୍ଡି ପୁଲିସ ସେଠାରେ ଚଢ଼ାଉ କରି ବିପୁଳ ପରିମାଣର ବାଣ ଜବତ କରିଛି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.