ARTICLE AD BOX
ଛତ୍ରପୁର କେମିଷ୍ଟ ଓ ଡ୍ରଗିଷ୍ଟ ସଂଘ ପକ୍ଷରୁ ଶୁକ୍ରବାର ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟଲାମପୁର ଗ୍ରାମ ପଞ୍ଚାୟତର ପୋଟଲାମପୁର ଗ୍ରାମର ବନ୍ୟା ବିପନ୍ନ ତଥା ନିହାତି ଅସହାୟ ପରିବାରଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି। ଏଥିସହ ଶୀତ ଋତୁକୁ ଦୃଷ୍ଟିରେ ରଖି ବିପନ୍ନ ପରିବାରଙ୍କୁ କମ୍ବଳ ମଧ୍ୟ ପ୍ରଦାନ କରାଯାଇଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

6 days ago
4


