ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା

1 day ago 1
ARTICLE AD BOX

ଜନ୍ମ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମ ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟର ବଡ଼ନଗରରେ ହୋଇଥିଲା।

ଜନ୍ମଦିବସ

ଚଳିତ ବର୍ଷ ତାଙ୍କର ୭୬ତମ ଜନ୍ମଦିନ ହେବ।

ଭାରତର ପ୍ରଧାନମନ୍ତ୍ରୀ

ପିଏମ୍‌ ମୋଦୀ ୨୦୧୪ ମସିହାରୁ ଭାରତର ପ୍ରଧାନମନ୍ତ୍ରୀ ଅଛନ୍ତି।

ଗୁଜରାଟର ମୁଖ୍ୟମନ୍ତ୍ରୀ

ଏହା ପୂର୍ବରୁ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ମଧ୍ୟ ରହିସାରିଛନ୍ତି।

ପ୍ରଥମଥର ମୁଖ୍ୟମନ୍ତ୍ରୀ

୨୦୦୧ ମସିହାରେ ସେ ପ୍ରଥମଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ।

୧୩ ବର୍ଷ ମୁଖ୍ୟମନ୍ତ୍ରୀ

ସେ ପ୍ରାୟ ୧୩ ବର୍ଷ ଧରି ଗୁଜରାଟର ମୁଖ୍ୟମନ୍ତ୍ରୀ ରହିଥିଲେ।

କାର୍ଯ୍ୟଧାରା

ତାଙ୍କର ରାଜନୈତିକ ଯାତ୍ରା ଅନେକ ଦଶନ୍ଧି ପୁରୁଣା।

ଜନକଲ୍ୟାଣ କାର୍ଯ୍ୟକ୍ରମ

ଏହି ଅବସରରେ ବିଭିନ୍ନ ସ୍ଥାନରେ ସେବା ଓ ଜନକଲ୍ୟାଣ ସହ ଜଡ଼ିତ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ କରାଯାଇଥାଏ।

ସମର୍ଥକଙ୍କ ଶୁଭେଛା

ଜନ୍ମଦିନ ଅବସରରେ ତାଙ୍କ ସମର୍ଥକମାନେ ବିଭିନ୍ନ ଉପାୟରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.