ARTICLE AD BOX
ବିଷାକ୍ତତା
ଘରେ ଦେଖାଯାଉଥିବା ସାଧାରଣ ଝିଟିପିଟିଗୁଡ଼ିକ ସାଧାରଣତଃ ବିଷାକ୍ତ ହୋଇନଥାନ୍ତି।
ଆଶଙ୍କା
ଏମାନଙ୍କ କାମୁଡ଼ିବା ଦ୍ୱାରା ସାଧାରଣତଃ ମଣିଷ ଶରୀରରେ ବିଷ ବ୍ୟାପିବାର ଆଶଙ୍କା ନଥାଏ।
ଦୂରତା
ଝିଟିପିଟି ମଣିଷଠାରୁ ଦୂରରେ ରହିବାକୁ ପସନ୍ଦ କରେ।
ଖାଦ୍ଯ
ଏମାନେ ଛୋଟ ଛୋଟ କୀଟପତଙ୍ଗ ଖାଇ ନିଜର ପେଟ ଭରିଥାନ୍ତି।
ବିପଦ ସଙ୍କେତ
ଝିଟିପିଟି ଦେଖାଯିବା କୌଣସି ବିପଦର ସଙ୍କେତ ନୁହେଁ।
ସ୍ୱଚ୍ଛତା
ଝିଟିପିଟି ସଂସ୍ପର୍ଶରେ ଆସିବା ପରେ ହାତକୁ ଭଲ ଭାବରେ ଧୋଇବା ଉଚିତ।
ଖାଦ୍ୟ ଜିନିଷ
ଖାଦ୍ୟ ସାମଗ୍ରୀଗୁଡ଼ିକୁ ଝିଟିପିଟିଠାରୁ ଦୂରେ ରଖିବା ଜରୁରୀ।
ସଫାସୁତରା
ଘରକୁ ସଫା ରଖିଲେ ଝିଟିପିଟିଙ୍କ ସଂଖ୍ୟା କମାଇ ହେବ।
ଡ଼ାକ୍ତରଙ୍କ ପରାମର୍ଶ
ଝିଟିପିଟି କାମୁଡ଼ିବା ପରେ ଅସାଧାରଣ ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

2 days ago
2


