Womens T20: ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌: ଫାଇନାଲ୍‌ରେ ଇଂଲଣ୍ଡ

1 month ago 13
ARTICLE AD BOX

ଦ ଓଭାଲ: ଆୟୋଜକ ଇଂଲଣ୍ଡ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ରେ ପ୍ରବେଶ କରଛନ୍ତି। ୮ ବର୍ଷ ପରେ ଫାଇନାଲ୍‌ରେ ପ୍ରବେଶ କରିଥିବା ଇଂଲଣ୍ଡ ରବିବାର ଲର୍ଡସରେ ଟ୍ରଫି ଲାଗି ୬ ଥରର ବିଜେତା ଅଷ୍ଟ୍ରେଲିଆକୁ ଭେଟିବ। ଗୁରୁବାର ରାତିରେ ଏଠାରେ ଖେଳାଯାଇଥିବା ଦ୍ବିତୀୟ ସେମିଫାଇନାଲ୍‌ରେ ଆୟୋଜକ ଇଂଲଣ୍ଡ ୬୦ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି।

Croatia VS Portugal: ରୋନାଲ୍‌ଡୋଙ୍କ ରେକର୍ଡ: କ୍ରୋଏସିଆକୁ ହରାଇ ପ୍ରିକ୍ବାର୍ଟରରେ ପର୍ତ୍ତୁଗାଲ ମାଡ୍ରିକ୍‌ଙ୍କ ଦୁଃଖଦ ବିଦାୟ

ସିଭର-ବ୍ରଣ୍ଟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ନାଟ୍‌ ସିଭର-ବ୍ରଣ୍ଟ୍‌ (୪୭ ବଲ୍‌ରୁ ୭୫)ଙ୍କ ଅର୍ଦ୍ଧଶତକ ବଳରେ ୫ ୱିକେଟ୍‌ ହରାଇ ୧୬୯ ରନ୍‌ କରିଥିଲା। ହିଦର ନାଇଟ୍‌ ୪୭ ବଲ୍‌ରୁ ୫୮ ରନ୍‌ କରିଥିଲେ। ଦଳ ୨୩ ରନ୍‌ରେ ୩ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିବା ବେଳେ ନାଇଟ୍‌ ଓ ସଭର-ବ୍ରଣ୍ଟ୍‌ଙ୍କ ୯୦ ବଲ୍‌ରୁ ୧୩୩ ରନ୍‌ର ଭାଗୀଦାର ଯୋଗୁଁ ଦଳ ଏହି ସମ୍ମାନଜନକ ସ୍କୋର୍‌ କରିପାରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୮ ୱିକେଟ୍‌ ହରାଇ ୧୨୯ ନ୍‌ କରିବାକୁ ସକ୍ଷମ ହୋଇଥିଲା। ଦକ୍ଷିଣଆଫ୍ରିକା ପକ୍ଷରୁ ତାଜମିନ୍‌ ବ୍ରିଟ୍‌ସ ୫୧ ରନ୍‌ କରିଥିଲେ। ସିଭର-ବ୍ରଣ୍ଟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.