Women's Test cricket: ଐତିହାସିକ ଲର୍ଡସ ଟେଷ୍ଟ୍‌: ପ୍ରତୀକାଙ୍କ ସ୍ଥାନରେ ପ୍ରିୟା

3 weeks ago 14
ARTICLE AD BOX

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ଐତିହାସିକ ଲର୍ଡ୍ସ ଟେଷ୍ଟ୍‌ରୁ ଭାରତୀୟ ମହିଳା କ୍ରିକେଟ୍‌ ଦଳର ଓପନର୍‌ ପ୍ରତୀକା ରାୱଲ ଆଣ୍ଠୁ ଜନିତ ଆହତ କାରଣରୁ ଦଳରୁ ବାଦ୍‌ ପଡ଼ିଛନ୍ତି। ଶୁକ୍ରବାରଠୁ ଖେଳାଯିବାକୁ ଥିବା ଏହି ମାଇଲ୍‌ଖୁଣ୍ଟ ମହିଳା ମ୍ୟାଚ୍‌ ଲାଗି ତାଙ୍କ ସ୍ଥାନରେ ଦଳରେ ପ୍ରିୟା ପୁନିଆଙ୍କୁ ସାମିଲ କରାଯାଇଛି। ଚଳିତ ମାସରେ ଟନ୍‌ଟନ୍‌ରେ ଖେଳାଯାଇଥିବା ଭାରତ-ଏ ମ୍ୟାଚ୍‌ ବେଳେ ପ୍ରତୀକାଙ୍କ ଆଣ୍ଠୁ କଟିଯାଇଥିଲା ବୋଲି ଦଳର ମୁଖ୍ୟପ୍ରଶିକ୍ଷକ ଅମୋଲ ମଜୁମଦାର ସୂଚନା ଦେଇଛନ୍ତି।

FIFA: ଫାଇନାଲ୍‌ ମ୍ୟାଚ୍‌ ମଧ୍ୟାନ୍ତର ସୋ’ରେ ବିବରଙ୍କ ଜଲୱା ଦେଖିବେ ଦର୍ଶକ

୧୪୨ ବର୍ଷ ପରେ ପ୍ରଥମ ଥର ମହିଳା ଟେଷ୍ଟ୍‌ 

ପ୍ରତୀକା ଏହି ଆହତ ଜନିତ କାରଣ ଯୋଗୁଁ ଗତ ବର୍ଷ ଭାରତରେ ଆୟୋଜିତ ହୋଇଥିବା ଦିନିକିଆ ବିଶ୍ବକପ୍‌ରୁ ବାଦ୍‌ ପଡ଼ିଥିଲେ। ‘କ୍ରିକେଟ୍‌ର ଘର’ ଭାବେ ପରିଚିତ ଲର୍ଡସରେ ପୁରୁଷ ଟେ‌ଷ୍ଟ୍‌ ମ୍ୟାଚ୍‌ ଖେଳାଯିବାର ୧୪୨ ବର୍ଷ ପରେ ପ୍ରଥମ ଥର ଲାଗି ମହିଳା ଟେଷ୍ଟ୍‌ ଆୟୋଜିତ ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.