Wild Boar Attack: ବ୍ରହ୍ମଗିରିରେ ବାରହା ଆକ୍ରମଣ: ୫ ଆହତ, ୨ ଗୁରୁତର

24 minutes ago 1
ARTICLE AD BOX

ପୁରୀ ଜିଲ୍ଲା ବ୍ରହ୍ମଗିରି ଧରଣୀକୁଦି ଗାଁରେ ବାରହା ଆକ୍ରମଣରେ ୫ ଜଣ ଆହତ, ୨ ଜଣ ଗୁରୁତର। ଗୁରୁତରଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବନ ବିଭାଗର ତଦନ୍ତ ଆରମ୍ଭ।

 (sambad.in) Wild Boar Attack in Brahmagiri: Five Injured, Two Critical in Puri Photograph: (sambad.in)

ବ୍ରହ୍ମଗିରି: ପୁରୀଜିଲ୍ଲା ବ୍ରହ୍ମଗିରି ଧରଣୀକୁଦି ଗାଁରେ ବାରହା ଆକ୍ରମଣରେ ୫ ଆହତ ଓ ୨ ଗୁରୁତର।ଗୁରୁତର ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି। ଘଟଣାସ୍ଥଳ ରେ ବ୍ରହ୍ମଗିରିବନବିଭାଗ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହତ ବ୍ୟକ୍ତିମାନେ ହେଲେ...

ଆହତ ବ୍ୟକ୍ତିମାନେ ହେଲେ ସୁରେନ୍ଦ୍ର ପ୍ରଧାନ (୬୦), ଆଖରୀ ବେହେରା (୫୫), ହୁଲାସ ବିଶ୍ୱାଳ, ରଂଜିତା ବାରିକ (୫୦) ଓ ହିମାଂଶୁ ଜେନା (୧୧)।

Student Drowns: ସ୍କୁଲ ଯିବା ପୂର୍ବରୁ ପୋଖରୀରେ ବୁଡ଼ି ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.