Union Bank: ୟୁନିୟନ ବ୍ୟାଙ୍କ ଜଟଣୀ ଶାଖାର ୫୦ତମ ପ୍ରତିଷ୍ଠା ଦିବସ

26 minutes ago 1
ARTICLE AD BOX

ଭୁବନେଶ୍ବର: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଜଟଣୀ ଶାଖାର ୫୦ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ବର କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ତୁଷାର କାନ୍ତ କର, ଉପ ଆଞ୍ଚଳିକ ମୁଖ୍ୟ ଶଙ୍କର ହେମ୍ବ୍ରମ ଓ ଜଟଣୀ ଶାଖା ପ୍ରବନ୍ଧକ କ୍ରିଷ୍ଣା ଡାଗୋରେ ଓ ଜଟଣୀ ଶାଖାର ୧୫୦ରୁ ଅଧିକ ବର୍ତ୍ତମାନ ଓ ପୁରୁଣା କର୍ମଚାରୀ ଉପସ୍ଥିତ ଥିଲେ।

Advertisment

ଆହୁରି ପଢନ୍ତୁ :Gajapati Forest Land Patta ଜଙ୍ଗଲ ଜମି ପଟ୍ଟା ଦାବିରେ ଧାରଣା: ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ୮୫ ଆଦିବାସୀ ପରିବାର

ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ଜଟଣୀ କେ ଭି ବିଦ୍ୟାଳରେ ସାଇବର ନିରାପତ୍ତା ଓ ଆର୍ଥିକ ସାକ୍ଷରତା ଶିବିର ଓ ଜଟଣୀ ଶାଖାରେ ଏକ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.