ARTICLE AD BOX
ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଏଚପିସିଏଲର ବଟଲିଂ ପ୍ଲାଣ୍ଟରେ ବନ୍ୟା ପାଣି ପଶିଯାଇଥିଲା। ଏହା ଫଳରେ ପ୍ରାୟ ୩ହଜାର ଗ୍ୟାସ୍ ଭର୍ତ୍ତ ଏବଂ କିଛି ଖାଲି ଏଲପିଜି ସିଲିଣ୍ଡର ପାତାଳଗଙ୍ଗା ନଦୀରେ ଭାସି ଯାଇଥିଲା।
ରାୟଗଡ଼: ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଏଚପିସିଏଲର ବଟଲିଂ ପ୍ଲାଣ୍ଟରେ ବନ୍ୟା ପାଣି ପଶିଯାଇଥିଲା। ଏହା ଫଳରେ ପ୍ରାୟ ୩ହଜାର ଗ୍ୟାସ୍ ଭର୍ତ୍ତ ଏବଂ କିଛି ଖାଲି ଏଲପିଜି ସିଲିଣ୍ଡର ପାତାଳଗଙ୍ଗା ନଦୀରେ ଭାସି ଯାଇଥିଲା। ଏହି ଘଟଣା ପରେ, ରାୟଗଡ଼ କଲେକ୍ଟର କିଶନ ଜାୱାଲେ ଏକ ସାର୍ବଜନୀନ ସତର୍କତା ଜାରି କରି ଲୋକମାନଙ୍କୁ ନଦୀରେ କିମ୍ବା ନିକଟରେ ମିଳିଥିବା କୌଣସି ସିଲିଣ୍ଡରକୁ ସ୍ପର୍ଶ ନକରିବା କିମ୍ବା ଘରକୁ ନ ନେବାକୁ ଅନୁରୋଧ କରିଥିଲେ। ଏହା ସତ୍ତ୍ବେ ବି ଲୋକେ କିଛି ସିଲିଣ୍ଡର ବୋହି ନେଇଥିବା ଜଣାପଡ଼ିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

3 weeks ago
18


