Rourkela:ୟୁପି ଷ୍ଟାଇଲରେ ରାଉରକେଲା ପୁଲିସର କାର୍ଯ୍ଯାନୁଷ୍ଠାନ

3 weeks ago 14
ARTICLE AD BOX

ରାଉରକେଲା: ବହୁଚର୍ଚ୍ଚିତ ସେକ୍ଟର-୬ ସରସ୍ବତୀ ଶିଶୁ ମନ୍ଦିର ପାର୍ଶ୍ବ ଜଙ୍ଗଲରେ ତୋଫାନ ବିନ୍ଧାଣିଙ୍କୁ ନିର୍ମମ ହତ୍ଯା ଘଟଣାରେ ରାଉରକେଲା ପୁଲିସ ବଡ଼ କାର୍ଯ୍ଯାନୁଷ୍ଠାନ ନେଇଛି।

ୟୁପି ଷ୍ଟାଇଲରେ ରାଉରକେଲା ପୁଲିସର କାର୍ଯ୍ଯାନୁଷ୍ଠାନ

ରାଉରକେଲା: ବହୁଚର୍ଚ୍ଚିତ ସେକ୍ଟର-୬ ସରସ୍ବତୀ ଶିଶୁ ମନ୍ଦିର ପାର୍ଶ୍ବ ଜଙ୍ଗଲରେ ତୋଫାନ ବିନ୍ଧାଣିଙ୍କୁ ନିର୍ମମ ହତ୍ଯା ଘଟଣାରେ ରାଉରକେଲା ପୁଲିସବଡ଼ କାର୍ଯ୍ଯାନୁଷ୍ଠାନ ନେଇଛି। ରାଉରକେଲା ଏସପି ନୀତେଶ ଓ୍ବାଧଓ୍ବାନୀଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ହତ୍ୟାରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କ ଘର ଭଙ୍ଗାଯାଇଛି।

ଆହୁରି ପଢନ୍ତୁ:Hirakud: ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେଲା ଏବର୍ଷର ପ୍ରଥମ ବନ୍ୟାଜଳ

 ରାଉରକେଲା ପୁଲିସ ଓ ଆରଏସପି ଏନଫୋର୍ସମେଣ୍ଟ ଟିମ୍ ଉପସ୍ଥିତିରେ ଅଭିଯୁକ୍ତମାନେ ଜବରଦଖଲ କରିଥିବା ଘର ଉଚ୍ଛେଦ କରାଯାଇଛି। ଏହାସହ ହତ୍ଯା ଘଟଣାରେ ଜଡ଼ିତ ଆଉ ୩ ମୁଖ୍ଯ ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ଜାରି ରହିଛି। ଏହି ଘଟଣାରେ ପୂର୍ବରୁ ୬ ଜଣଙ୍କୁ ଗିରଫକରିଥିଲା ସେକ୍ଟର-୭ ଥାନା ପୁଲିସ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.