Rath Yatra 2026: ମହାପ୍ରଭୁଙ୍କ ରଥ ଟାଣିଲେ, ବଡ଼ଦାଣ୍ଡରେ ସଫା କଲେ ଆବର୍ଜନା

1 month ago 13
ARTICLE AD BOX

ଉଲୁଣ୍ଡା (କୁଶଧ୍ବଜ ବଘାର):ସୁବର୍ଣ୍ଣପୁରଜିଲ୍ଲା ଉଲୁଣ୍ଡା ବ୍ଲକର ନାରୀ ସୁରକ୍ଷା ବାହିନୀ ସଂଗଠନର ସଦସ୍ୟାମାନେ ପୁରୀ ଅଭିମୁଖେ ଗସ୍ତ କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ରଥଯାତ୍ରା ଅବସରରେ ସେମାନେ ବଡ଼ଦାଣ୍ଡରେ ପଡ଼ିଥିବା ଅଳିଆ ଆବର୍ଜନା ସଫେଇ କରିଚନ୍ତି। 

Advertisment

ସଂଗଠନର ସଭାପତି ସୁମତି ପଧାନ, ବୈଶାଳିନୀ କର୍ଣ୍ଣ, ସିନ୍ଧୁସୁତା କର୍ମୀ, ବିନ ସାହୁ, ପୁଷ୍ପା ବାଘ, ସୁକେଶିନୀ  ଥlର୍ଟି, କିଶୋରୀ ବଡ଼ମାଳୀ, ଗାୟିତ୍ରୀ ମହାକୁର, ଖିରାଧୀ ମହାକୁର, ଆଶା ଥାନାପତି ପ୍ରମୁଖ ସୁଦୂର ଶ୍ରୀକ୍ଷେତ୍ର ପୁରୀକୁ ଯାଇ ବଡ଼ଦାଣ୍ଡ ସଫା କରି ଥିବାରୁ ଅଂଚଳରେ ମହିଳାମାନକୁ ସାଧୁବାଦ ଜଣାଇଛନ୍ତିl

Read Entire Article
LEFT SIDEBAR AD

Hidden in mobile, Best for skyscrapers.