ARTICLE AD BOX
ଝାରସୁଗୁଡ଼ା: ଝାରସୁଗୁଡ଼ା ସ୍ଥିତ ଜିଲ୍ଲା କାରାଗାରରେ ଗତକାଲି ବିଳମ୍ବିତ ରାତିରେ ଜେଲ୍ ଡିଆଇଜିଙ୍କ ନେତୃତ୍ବରେ ଚଢ଼ାଉ ହୋଇଛି। ଏଥିରେ ସମ୍ବଲପୁର ଜେଲର ବି ଚଢ଼ାଉରେ ସାମିଲ ଥିବା ସୂଚନା ମିଳିଛି। ତେବେ, ଚଢ଼ାଉ ବେଳେ କଏଦୀଙ୍କ ଠାରୁ ମଦ ଓ ଗଞ୍ଜେଇ ମଧ୍ଯ ମିଳିଥିବା ସୂଚନା ମିଳିଛି। ଏପରିକି ବିସଲାରି ପାଣି ବୋତଲରେ ମଦ ରଖାଯାଇଥିବା ନେଇ ବି ସୂଚନା ମିଳିଛି। ହେଲେ ଏନେଇ କର୍ତ୍ତୃପକ୍ଷ କୌଣସି ସୂଚନା ଦେବାକୁ ମନା କରିଛନ୍ତି।
Advertisment
ମାଦକ ଦ୍ରବ୍ଯ ଜବତ
ସେପଟେ ସପ୍ତାହେ ତଳେ ଜେଲରେ ଏସପିଙ୍କ ନେତୃତ୍ବରେ ହୋଇଥିବା ଚଢ଼ାଉ ବେଳେ ବିଡି, ସିଗାରେଟ, ଭାଙ୍ଗ ଆଦି ବହୁ ମାଦକ ଦ୍ରବ୍ଯ ଜବତ ହୋଇଥିଲା।

2 months ago
29


