ARTICLE AD BOX
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର (ସେପ୍ଟେମ୍ବର ୧୭) ତାଙ୍କ ୭୬ତମ ଜନ୍ମଦିନ ପାଳନ କରିବେ। ଏହି ଅବସରରେ ସମସ୍ତ ଏନ୍ଡିଏ ଶାସନାଧୀନ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ବାରାଣସୀ ଯିବାର କାର୍ଯ୍ୟକ୍ରମ ରହିଛି।
Prime Minister Narendra Modi will celebrate his 76th birthday on September 17 Photograph: (sambad.in)ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର (ସେପ୍ଟେମ୍ବର ୧୭) ତାଙ୍କ ୭୬ତମ ଜନ୍ମଦିନ ପାଳନ କରିବେ। ଏହି ଅବସରରେ ସମସ୍ତ ଏନ୍ଡିଏ ଶାସନାଧୀନ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ବାରାଣସୀ ଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ବାରାଣସୀ ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ବ କରୁଛନ୍ତି।
ଏକାସାଙ୍ଗରେ କରାଯିବ ଦୁଇଟି ବାଇକ ରାଲି
ରିପୋର୍ଟ ଅନୁଯାୟୀ ବାରାଣସୀରୁ ମୋଦୀଙ୍କ ଜନ୍ମସ୍ଥାନ ଗୁଜରାଟର ଭାଡନଗର ପର୍ଯ୍ୟନ୍ତ ଓ ଭାଡନଗରରୁ ବାରାଣସୀ ପର୍ଯ୍ୟନ୍ତ ଏକାସାଙ୍ଗରେ ଦୁଇଟି ବାଇକ ରାଲି ଆରମ୍ଭ କରାଯିବ। ଏହି ବାଇକ ରାଲି ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 day ago
2


