Paper Leak Controversy: ଧର୍ମେନ୍ଦ୍ରଙ୍କ ଇସ୍ତଫା ପୂର୍ବରୁ, ସିଜେପିକୁ ବିଭାଗ ପରିବର୍ତ୍ତନ ପ୍ରସ୍ତାବ ଦେଇଥିଲେ କେନ୍ଦ୍ର ସରକାର

6 days ago 4
ARTICLE AD BOX

ନୂଆଦିଲ୍ଲୀ:ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦବୀରୁ ଇସ୍ତଫା ଦେଇଥିବା ବେଳେ ସରକାରୀ ସୂତ୍ରରୁ ଏକ ଗୁପ୍ତ ତଥ୍ୟ ସାମ୍ନାକୁ ଆସିଛି। ଧର୍ମେନ୍ଦ୍ର ପ୍ରଧାନଙ୍କୁ ମନ୍ତ୍ରିମଣ୍ଡଳରୁ ନହଟାଇ କେବଳ ତାଙ୍କ ବିଭାଗ ବଦଳାଇବା ପାଇଁ କେନ୍ଦ୍ର ସରକାର କକ୍ରୋଚ୍ ଜନତା ପାର୍ଟି (ସିଜେପି)କୁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ଏହି ସାଲିସ୍ ପ୍ରସ୍ତାବକୁ ‘ସିଜେପି’ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିବା ପରେ ଧର୍ମେନ୍ଦ୍ର ପଦତ୍ୟାଗ କରିବାକୁ ବାଧ୍ୟ ହୋଇଥିଲେ।

ମନ୍ତ୍ରୀଙ୍କୁ ପଦରୁ ହଟାଇବା ପ୍ରଧାନମନ୍ତ୍ରୀଙ୍କ ଅଧିକାର

ସରକାରଙ୍କ ଆଲୋଚକ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କ ସହ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଯୁକ୍ତି ବାଢ଼ିଥିଲେ ଯେ ଜଣେ ମନ୍ତ୍ରୀଙ୍କୁ ପଦରୁ ହଟାଇବା କିମ୍ବା ତାଙ୍କ ବିଭାଗ ପରିବର୍ତ୍ତନ କରିବା ସମ୍ପୂର୍ଣ୍ଣ ଭାବରେ ପ୍ରଧାନମନ୍ତ୍ରୀଙ୍କ ଅଧିକାର। ତେଣୁ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ଗ୍ରହଣିୟ ନୁହେଁ। ସରକାରଙ୍କ ଏହି କଡ଼ା ଆଭିମୁଖ୍ୟ ସତ୍ବେ ବି ସିଜେପି ଏହି ପ୍ରସ୍ତାବକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଥିଲା ଏବଂ ସ୍ପଷ୍ଟ କରିଥିଲେ ଯେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ଗ୍ରହଣ କରିବେ ନାହିଁ।

Nirav Modi: ନୀରବ ମୋଦୀ ଏବେ ଭାରତୀୟ ଜେଲ୍‌ରେ ରହିବାର ଥିଲା: ବ୍ରିଟେନର ପୂର୍ବତନ ଗୃହମନ୍ତ୍ରୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.