ARTICLE AD BOX
ହୋମ୍ ଫର୍ଣ୍ଣିଚର କ୍ଷେତ୍ରର ଅଗ୍ରଣୀ ବ୍ରାଣ୍ଡ୍ ଡୁରିଆନ୍ ପକ୍ଷରୁ ବିଭିନ୍ନ ପ୍ରକାର ଆସବାବପତ୍ର ଉପରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଘୋଷଣା କରାଯାଇଛି। ଏହି ଅଫର ଚଳିତ ମାସ ଶେଷ ପର୍ଯ୍ୟନ୍ତ ଜାରି ରହିବ।
/sambad/media/media_files/2026/07/15/15bbs_47_15072026_112-2026-07-15-21-19-34.jpg)
ଭୁବନେଶ୍ବର: ହୋମ୍ ଫର୍ଣ୍ଣିଚର କ୍ଷେତ୍ରର ଅଗ୍ରଣୀ ବ୍ରାଣ୍ଡ୍ ଡୁରିଆନ୍ ପକ୍ଷରୁ ବିଭିନ୍ନ ପ୍ରକାର ଆସବାବପତ୍ର ଉପରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଘୋଷଣା କରାଯାଇଛି। ଏହି ଅଫର ଚଳିତ ମାସ ଶେଷ ପର୍ଯ୍ୟନ୍ତ ଜାରି ରହିବ। ଏଥିରେ ଗ୍ରାହକମାନେ ସୋଫା, ବେଡ୍, କିଙ୍ଗ ସାଇଜ୍ ବେଡ୍, ଡାଇନିଂ ଟେବୁଲ୍ ଓ ଅନ୍ୟାନ୍ୟ ଘରୋଇ ଆସବାବପତ୍ର ଉପରେ ଆକର୍ଷଣୀୟ ରିହାତି ପାଇପାରିବେ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଏହା ବ୍ୟତୀତ ଗ୍ରାହକମାନଙ୍କ ପାଇଁ ବିଭିନ୍ନ କମ୍ପାନିର କାର୍ଡ ଓ ଫାଇନାନ୍ସ ସୁବିଧା ମଧ୍ୟ ରହିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 weeks ago
12


