Odisha Twenty20 League: ଓଡ଼ିଶା ଟ୍ବେଣ୍ଟି-୨୦ ଲିଗ୍‌ ସିଏମ୍‌ ଟ୍ରଫି: ସରିଲା ଖେଳାଳି ଚୟନ ପ୍ରକ୍ରିୟ‌ା, ରାଇନା, ଦେବାଶିଷ ବ୍ରାଣ୍ଡ୍‌ ଆମ୍ବାସାଡର

1 week ago 6
ARTICLE AD BOX

କଟକ: ଓସିଏ ପକ୍ଷରୁ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଓଡ଼ିଶା ଟ୍ବେଣ୍ଟି-୨୦ ଲିଗ୍‌ ସିଏମ୍‌ ଟ୍ରଫିର ଦ୍ବିତୀୟ ସଂସ୍କରଣ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି। ଅଂଶଗ୍ରହଣକାରୀ ୬ଟି ଦଳର ଫ୍ରାଞ୍ଜାଇଜମାନେ ‌ଡ୍ରାଫ୍ଟ ଜରିଆରେ ସେମାନଙ୍କର ୧୬ଜଣିଆ ଦଳ ଚୂଡାନ୍ତ କରିଛନ୍ତି। ନିଲାମ ସମୟରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସଂପାଦକ ସଞ୍ଜୟ ବେହେରା, ଉପସଭାପତି ଜଗମୋହନ ପଟ୍ଟନାୟକ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଯୁଗ୍ମ ସଂପାଦକ ପ୍ରଭାତ କୁମାର ଭୋଳଙ୍କ ସମେତ ଓସିଏର ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଆନ୍ତର୍ଜାତିକ ଖେଳାଳି ସୁରେଶ ରାଇନା ଓ ଦେବାଶିଷ ମହାନ୍ତି ଏହି ପ୍ରତିଯୋଗିତାର ଆମ୍ବାସାଡର ଭାବେ ନିୟୋଜିତ ହୋଇନ୍ତି।

Nabarangpur: ଓସ୍ବାସ ଫାଇଲ୍ ପ୍ରକ୍ରିୟାକରଣରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାଜ୍ୟରେ ପ୍ରଥମ

ଭୁବନେଶ୍ବର ଟାଇଗର୍ସ:  ସୁବିତ ବିଶ୍ବାଳ(ମୁଖ୍ୟ ପ୍ରଶିକ୍ଷକ), ବିଭୂଦତ୍ତ ପଣ୍ଡା(ସହକାରୀ ପ୍ରଶିକ୍ଷକ), ସ୍ବସ୍ତିକ ସାମଲ(ଅଧିନାୟକ), ରାଜେଶ ମହାନ୍ତି, ଶ୍ରେୟାଶ ଭରଦ୍ବାଜ, ବାଦଲ ବିଶ୍ବାଳ, ଆଶୁତୋଷ ଛୁରିଆ, ସମ୍ବିତ ବେଜା, ମହମ୍ମଦ ସାହିଲ ଖାନ, ଦୀନେଶ କୁମାର ମାଝି, ଜ୍ଞାନରଞ୍ଜନ ନାୟକ, ରୁଦ୍ର ପ୍ରସାଦ ମଲ୍ଲିକ, ଜନ୍ମେଜୟ ଜେନା, ସ୍ବୟମ୍ଭୁ ପଲେଇ, ରୀତେଶ ପ୍ରିୟରଞ୍ଜନ, ରାକେଶ ପଟ୍ଟନାୟକ, ଉମେଶ କୁମାର ଗୌରମ, ଶ ଶିକାନ୍ତ ଯାଦବ ପୁରୀ ଟାଇଟାନ୍‌ସ: ପ୍ରୀତମଜିତ ଦାସ(ପ୍ରଶିକ୍ଷକ), ଆଶିଷ ସବିତା(ସହକାରୀ ପ୍ରଶିକ୍ଷକ), ଆଦିତ୍ୟ ରାଉତ(ଅଧିନାୟକ), ନିହାର ବି. ଭୂୟାଁ, ଦୀପକ ତିୱାରୀ, ଶ୍ରେୟାଂଶୁ ପଟ୍ଟନାୟକ, ଆୟୁଶ ସୂତାର, ସ୍ବୟଂମ୍‌ ଶ୍ରୀବାସ୍ତବ, ଚନ୍ଦୀପ ରିଆର, ଅନିଲ ପରିଡ଼ା, କ୍ରୀଷ୍ଣା ମହାନ୍ତି, ସୁନିଲ ରାଉଳ, ପଣକଳା ଶଶାଙ୍କ, ଆଦିତ୍ୟ ଆନନ୍ଦ, ସମ୍ବିିତ ଶର୍ମା, ଆଶୀର୍ବାଦ ସ୍ବାଇଁ, ସର୍ବେଶ୍ବର ମହାନ୍ତି, ତରଣୀ ସା।

କେନ୍ଦୁଝର ମାଇନର୍ସ: ସୂର୍ଯ୍ୟକାନ୍ତ ପ୍ରଧାନ(ପ୍ରଶିକ୍ଷକ), ଗିରିଜା ରାଉତ(ସହକାରୀ ପ୍ରଶିକ୍ଷକ), ଶୁଭ୍ରାଂଶୁ ସେନାପତି(ଅଧିନାୟକ), ରାଜେଶ ଧୂପର, ଦେବବ୍ରତ ପ୍ରଧାନ, ଜାମଲା ମହାପାତ୍ର, ସୁଜଳ ସିଂହ, ପ୍ରୟାଶ କୁମାର ସିଂହ, ଭିଗେସ ଶର୍ମା, ଆୟୁଶ ବାରିକ, ବିମଳ କୁମାର, ଯୋଗେଶ୍ବର ବାଗ, ସ୍ବାଗତ ସୌରଭ ମିଶ୍ର, ଅର୍ଣ୍ଣବ ପଟ୍ଟନାୟକ, ମୟଙ୍କ ପଟ୍ଟନାୟକ, କ୍ଷମାସାଗର  ବଳ, ରକେଶ ବିଶ୍ବାଳ, ସ୍ବୟଂଶୁ ପଟ୍ଟନାୟକ।

ରାଉରକେଲା ସୁପରଷ୍ଟାର୍ସ: ସଞ୍ଜୟ ରାଉଳ (ପ୍ରଶିକ୍ଷକ), ପ୍ରଶାନ୍ତ ସାହୁ(ସହକାରୀ ପ୍ରଶିକ୍ଷକ), ଗୋବିନ୍ଦ ପୋଦାର(ଅଧିନାୟକ), ସମ୍ବିତ ବିଶ୍ବାଳ, ସାବନ ପହରିଆ, ବିଶ୍ବଜିତ ପ୍ରଧାନ, ଆଶୁତୋଷ ମାରାଣ୍ଡି, ପପୁ ରାୟ, ସନ୍ଦିପ ପଟ୍ଟନାୟକ, ବିଭାସ ସ, ଆକାଶ ମହାପାତ୍ର, ଶୁଭମ୍ ପ୍ରିୟଦର୍ଶୀ, ପ୍ରଜ୍ଞାନ ସାମଲ,  ଶୋଭନ ଦେବ ବେ‌ହେରା, ଦୀବ୍ୟମ ଛପାଦିଆ, ଅବିଶେଖ କୁମାର ଯାଦବ, ସୌଭାଗ୍ୟ ରାଉତ, ଓମ୍‌କାର ମହାନ୍ତି।

ସମ୍ବଲପୁର ୱାରିୟର୍ସ: ବସନ୍ତ ମହାନ୍ତି (ମୁଖ୍ୟ ପ୍ରଶିକ୍ଷକ), ରାକେଶ ମହାନ୍ତି(ସହକାରୀ), ଗୌରବ ଚୌଧୁରୀ(ଅଧିନାୟକ), ସ୍ବରୂପ ସ୍ମିତ ଭୂୟାଁ, ବିକ୍ରମ କିଶୋର ସାମଲ, ଅଙ୍କିତ ଯାଦବ, ଦେବବ୍ରତ ପ୍ରଧାନ ଜୁନିୟର, ମହେଶ ସାହୁ, ବୈଭବ ମହାନ୍ତି, ସାର୍ଥକ ପଣ୍ଡା, ପନକଳା ମୋକ୍ଷିତ, ଶାନ୍ତନୁ ମିଶ୍ର, ମହମ୍ମଦ ଦାନିଶ, ସାଇଦୀପ ମହାପାତ୍ର, ପ୍ରଦୀପ ପ୍ରଧାନ, ସୟଦ ତୁଫାୟଲ ଅହମ୍ମଦ, ଓମ୍‌ଟି ମୁଣ୍ଡେ, ସୌମ୍ୟରଞ୍ଜନ ଲେଙ୍କା।

ବିପ୍ଳବ କଟକ ପାନ୍ଥର୍ସର ଅଧିନାୟକ

କଟକ ପାନ୍ଥର୍ସକୁ ଜୟ ଭାରତ ସ୍ପାଇସ୍ପେସ୍ ପ୍ରାଇଭେଟ୍ ଲିମିଟେଡ୍ କିଣିଛି। ଓଡ଼ିଶାର ପୂର୍ବତନ ଅଧିନାୟକ ବିପ୍ଳବ ସାମନ୍ତରାୟଙ୍କୁ ଅଧିନାୟକ ଦଳର ଅଧିନାୟକ ଭାବେ ବଛାଯାଇଛି। ଖେଳାଳି ଚୟନ ବେଳେ ଜୟ ଭାରତ ସ୍ପାଇସେସ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ନିର୍ଦ୍ଦେଶକ ଶ୍ରୀମନ୍ତ କୁମାର ପଣ୍ଡା, ଆଶୁତୋଷ ପଣ୍ଡା, ନିର୍ଦ୍ଦେଶିକା ଏସ୍‌.ଏନ୍ ମିଲେନିୟମ୍‌, ଜିଏମ୍ ବିପିନ୍ ରାଉତ, ଜିଏମ୍ ଅରୁଣ ନାୟକ ଉପସ୍ଥିତ ଥିଲେ। ମୁଖ୍ୟ ପ୍ରଶିକ୍ଷକ ଭାବେ ପ୍ରଭଞ୍ଜନ ମଲ୍ଲିକ ଏବଂ ସହଯୋଗୀ ପ୍ରଶିକ୍ଷକ ଭାବେ ଦୀପକ ମଙ୍ଗରାଜଙ୍କୁ ଦାୟିତ୍ୱ ଦିଆଯାଇଛି।

Traffic: ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ବିଯୁକ୍ତ ପଏଣ୍ଟ ମିଳିବ, ଭଲ ଆଚରଣ ପାଇଁ ରିୱାର୍ଡ

କଟକ ପାନ୍ଥର୍ସ: ପ୍ରଭଞ୍ଜନ ମଲ୍ଲିକ (ମୁଖ୍ୟ ପ୍ରଶିକ୍ଷକ), ଦୀପକ ମଙ୍ଗରାଜ(ସହକାରୀ), ବିପ୍ଲବ ସାମନ୍ତରାୟ(ଅଧିନାୟକ), ଡି. ଆୟୁଶ, ଏମ୍‌. ଗୌତମ ଗୋପାଳ, ସୌମ୍ୟରଞ୍ଜନ ବିଶ୍ବାଳ, ଶିବୁନ ନନ୍ଦ, ଅଭିରୂପ ଦାସ, ସାର୍ଥକ ଏସ୍‌ ପ୍ରକାଶ, ଶୁବାଶିଷ ମଲ୍ଲିକ, ରାଜ ଯାଦବ, ପ୍ରିୟାଂଶୁ ମହାନ୍ତି, ପିୟୁଶ ମନ୍ତ୍ରୀ, ଅଭିଶେଖ ସିଂହ, ପ୍ରଶାନ୍ତ ରଣା, କାର୍ତ୍ତିକ ବିଶ୍ବାଳ, ସୌରଭ ଗୌଡ଼, ଶୁଭମ ଶତୃଜିତ୍‌।

Read Entire Article
LEFT SIDEBAR AD

Hidden in mobile, Best for skyscrapers.