Nepal Flood : ଏତେ ଦିନ କୋଉଠି ଥିଲୁରେ ବାପା ....

1 week ago 6
ARTICLE AD BOX

ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଜଣେ ମା ନିଜ ପୁଅକୁ ଧରି ଜୋରରେ କାନ୍ଦୁଛନ୍ତି । ଏହି ଘଟଣା ପଛର କାରଣ ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ ।

ଧନରେତୁକୋଉଠିଥିଲୁ? ଏତେଦିନମୋଠୁକାହିଁକିଦୂରେଇରହିଥିଲୁ? ମୁଁତତେକେତେଖୋଜିଛିଯେବେଠୁତୁମୋପାଖରୁଦୂରେଇଯାଇଛୁସେବେଠୁମୋଆଖିରୁଲୁହଶୁଖିନିନାମୁଁଠିକ୍ରେଖାଇପାରୁଥିଲିନାଶାନ୍ତିରେଶୋଇପାରୁଥିଲି।ପ୍ରତିଟିମୁହୂର୍ତ୍ତରେଖାଲିତୋକଥାହିଁମନେପଡ଼ୁଥିଲା।ଭୟଙ୍କରବନ୍ୟାରେଯେତେବେଳେତୁଦିନଦିନଧରିନିଖୋଜରହିଲୁସେତେବେଳେଲୋକେବିଭିନ୍ନକଥାକହିବାଆରମ୍ଭକରିଦେଲେ।କେହିକହୁଥିଲେତୁକୁଆଡ଼େଆଉଫେରିବୁନିଆଉକେହିମତେଧୈର୍ଯ୍ୟରଖିବାକୁକହୁଥିଲେବାପାରେତତେଏଡ଼ୁଟିଏରୁଏଡ଼େଟିଏକରିଛିମୋଜୀବନରସବୁପରିଶ୍ରମସବୁଭଲପାଇବାତୋଆଗରେଅଜାଡ଼ିଦେଇଛିତୁମୋଠୁଦୂରେଇଯିବୁମୁଁଦେଖିବିକେମିତି ? ଆଜିଏତେଦିନପରେତତେମୋସାମ୍ନାରେଦେଖିଲାଗୁଛି  ଭଗବାନମୋକଥାଶୁଣିଛନ୍ତିଏତେବଡ଼ପ୍ରଳୟରୁତତେରକ୍ଷାକରିପୁଣିମୋକୋଳଭରିଦେଇଛନ୍ତି 

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.