National Highway: ଜାତୀୟ ରାଜପଥରେ ବନ୍ୟା ଭଳି ପରିସ୍ଥିତି, ଯାତ୍ରୀବାହୀ ବସ୍ ଓ ପିକଅପ୍ ଭ୍ୟାନ ବୁଡ଼ିଲା

2 weeks ago 11
ARTICLE AD BOX

ଢେ଼ଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥ ଚିନ୍ତା ପୋଖରୀ ଛକ ନିକଟରେ ଏଵଂ ନଵ ଲିମିଟେଡ କାରଖାନା ନିକଟରେ ଜାତୀୟ ରାଜପଥରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାଯାଇଛି।

 (sambad.in) pickup Photograph: (sambad.in)

ଓଡ଼ାପଡ଼ା: ଢେ଼ଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥଚିନ୍ତା ପୋଖରୀ ଛକ ନିକଟରେ ଏଵଂ ନଵ ଲିମିଟେଡ କାରଖାନା ନିକଟରେ ଜାତୀୟ ରାଜପଥରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାଯାଇଛି। ଏଥିଯୋଗୁଁ ଗୋଟିଏ ଯାତ୍ରୀବାହୀ ବସ୍ ସହିତ ସମ୍ବାଦ ପିକଅପ୍ ଭ୍ୟାନ ବୁଡ଼ି ରହିଛି।

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି

ଖଵର ପାଇ ହିନ୍ଦୋଳ ରୋଡ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡ଼ିଛି।

Development Project: ୪୦ କୋଟିରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ କଲେ ବିଧାୟକ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.