Nandankanan: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୨ ସିଂହ ଶାବକ ଜନ୍ମ

1 week ago 7
ARTICLE AD BOX

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସିଂହୀ ମାୟାର ପ୍ରଥମ ଗର୍ଭରୁ ଶିବମ୍ ମିଳନରୁ ୨ ଶାବକ ଜନ୍ମ ନେଇଛନ୍ତି । ଆଗକୁ ଜନ୍ମ ସଂଖ୍ୟା ଆହୁରି ବଢିବା ଆଶା କରାଯାଉଛି। ଶିବମ ଓ ମାୟା ଦୁଇଟି ଏସିୟ ସିଂହ ଓ ସିଂହୀ ଅଟନ୍ତି ।

 (sambad.in) Two lion cubs born at Nandankanan Zoological Park. Photograph: (sambad.in)

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସିଂହୀ ମାୟାର ପ୍ରଥମ ଗର୍ଭରୁ ଶିବମ୍ ମିଳନରୁ ୨ ଶାବକ ଜନ୍ମ ନେଇଛନ୍ତି । ଆଗକୁ ଜନ୍ମ ସଂଖ୍ୟା ଆହୁରି ବଢିବା ଆଶା କରାଯାଉଛି । ଶିବମ ଓ ମାୟା ଦୁଇଟି ଏସିୟ ସିଂହ ଓ ସିଂହୀ ଅଟନ୍ତି ।

ସିଂହ ସଂଖ୍ୟା ୨୪କୁ ବୃଦ୍ଧି

ଏମାନେ ଗତ ୨୦୨୫ ମସିହା ଜାନୁଆରୀ ୨୫ ତାରିଖରେ ସିଂହୀ ରେୱା ଗର୍ଭରୁ ଜନ୍ମ ନେଇଥିଲେ । ଆଜି ମାୟାର ଶାବକ ଦୁଇଟି ଜନ୍ମ ନେବା ଫଳରେ  ନନ୍ଦନକାନନର ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି ହୋଇଛିି । ତେବେ ଆଗକୁ ସଂଖ୍ୟା କେତେ ହେବ ତାହା ଶାବକଙ୍କର ମାର ଯତ୍ନ ଓ ଜନ୍ମ ମୃତ୍ୟୁ ଉପରେ ନିର୍ଭର କରୁଛି ।

Blueprint: ଅପରାଧ ରୋକିବାକୁ ନୀଳ ନକ୍ସା: ସବୁ ଥାନାକୁ ଡିସିପିଙ୍କ ନିର୍ଦ୍ଦେଶ, କଡ଼ାକଡ଼ି ହେବ ପାଟ୍ରୋଲିଂ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.