ARTICLE AD BOX
ଝାରସୁଗୁଡ଼ାର ଲଖନପୁର ବ୍ଲକରେ ଅଛି ରେମଣ୍ଡା ଗାଁ, ଯେଉଁଠି ଦେଖିବାକୁ ମିଳେ ଧାର୍ମିକ ସଦ୍ଭାବନାର ନିଆରା ଉଦାହରଣ। ଗୋଟିଏ ଗାଁରେ ହିନ୍ଦୁ-ମୁସଲିମ୍ ଭାଇ ଭାଇ ହୋଇ ରହିବା ଏବଂ ରଥଯାତ୍ରା ଭଳି ବିଶ୍ବପ୍ରସିଦ୍ଧ ପର୍ବକୁ ସାଙ୍ଗରେ ପାଳନ କରିବାର ଦୃଶ୍ୟ ନିଆରା ନିଶ୍ଚୟ।
ଝାରସୁଗୁଡ଼ାର ଲଖନପୁର ବ୍ଲକରେ ଅଛି ରେମଣ୍ଡା ଗାଁ, ଯେଉଁଠି ଦେଖିବାକୁ ମିଳେ ଧାର୍ମିକ ସଦ୍ଭାବନାର ନିଆରା ଉଦାହରଣ। ଗୋଟିଏ ଗାଁରେ ହିନ୍ଦୁ-ମୁସଲିମ୍ ଭାଇ ଭାଇ ହୋଇ ରହିବା ଏବଂ ରଥଯାତ୍ରା ଭଳି ବିଶ୍ବପ୍ରସିଦ୍ଧ ପର୍ବକୁ ସାଙ୍ଗରେ ପାଳନ କରିବାର ଦୃଶ୍ୟ ନିଆରା ନିଶ୍ଚୟ। ବ୍ରିଟିଶ ଅମଳରୁ ଏହି ଗାଁରେ ରଥଯାତ୍ରାକୁ ଧୁମଧାମରେ ପାଳନ କରାଯାଉଛି। ପ୍ରତି ବର୍ଷ ଜଣେ ମୁସଲିମ୍ ହିଁ ରଥର ଛେରାପହଁରା କରନ୍ତି। ଏହା ପଛରେ ଏକ ବଡ଼ କାରଣ ମଧ୍ୟ ରହିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 weeks ago
9


