Mukesh Ambani Broke Down : ଅନନ୍ତଙ୍କ କଥା ଶୁଣି କାନ୍ଦିଲେ ମୁକେଶ!

2 days ago 3
ARTICLE AD BOX

ଜିଓ ପ୍ଲାଟଫର୍ମର ଐତିହାସିକ ସଫଳତାକୁ ନେଇ ଅମ୍ବାନୀ ପରିବାରରେ ଖୁସିର ମାହୋଲ ଥିବାବେଳେ ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ ମୁକେଶ ଅମ୍ବାନୀ। ପୁଅ ଅନନ୍ତଙ୍କ ଭାଷଣ ଶୁଣି ତାଙ୍କ ଆଖିରୁ ଝରିଥିଲା ଆନନ ଲୁହ।

ଖୁସିର ମୁହୂର୍ତ୍ତ, ଗର୍ବର ଅନୁଭବ ଆଉ ଆଖିରେ ଲୁହ। ଅମ୍ବାନୀ ପରିବାର ପାଇଁ ଆଜିର ଦିନ ଥିଲା ବେଶ୍‌ ଖାସ। ଜିଓ ପ୍ଲାଟଫର୍ମ IPOରେ ଲିଷ୍ଟିଙ୍ଗ ହେବାପରେ ଐତିହାସିକ ସଫଳତାକୁ ନେଇ ପରିବାରରେ ଉତ୍ସବର ମାହୋଲ ଦେଖାଦେଇଛି। ଏହି ବିଶେଷ ଅବସରରେ ଆକାଶ ଓ ଈଶା ଅମ୍ବାନୀଙ୍କ ସହ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ହେଲେ ଏହି ଖୁସିର ମୁହୂର୍ତ୍ତ ଭିତରେ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଥିଲା ଯାହା ସମସ୍ତଙ୍କ ହୃଦୟକୁ ଛୁଇଁଥିଲା। ଭାଷଣ ଚାଲିଥିବା ମଝିରେ ହଠାତ କାନ୍ଦିବାକୁ ଲାଗିଲେ ଶିଳ୍ପପତି ମୁକେଶ ଅମ୍ବାନୀ । ତେବେ କଣ ପାଇଁ ମୁକେଶ ଅମ୍ବାନୀ ଏତେ ଭାବପ୍ରବଣ ହୋଇପଡ଼ିଥିଲେ? ଆସନ୍ତୁ ଜାଣିବା। 

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.