Cyclone Murasu: ଭୀଷଣ ବାତ୍ୟାରେ ପରିଣତ ହେଲା ମୁରାସୁ, ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି

8 hours ago 1
ARTICLE AD BOX

ଭୀଷଣ ବାତ୍ୟାରେ ପରିଣତ ହେଲା ‘ମୁରାସୁ’।  ୨୦କିମି ବେଗରେ ଆଗକୁ ବଢୁଛି ଭୀଷଣ ବାତ୍ୟା। ଚେନ୍ନାଇ ଠାରୁ ୨୬୦କିମି ଏବଂ ବିଶାଖାପାଟନମ ଠାରୁ ୪୭୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା।

 (sambad.in) Cyclone Murasu intensifies into a severe cyclonic storm Photograph: (sambad.in)

ଭୁବନେଶ୍ବର: ଭୀଷଣ ବାତ୍ୟାରେ ପରିଣତ ହେଲା ‘ମୁରାସୁ’।  ୨୦କିମି ବେଗରେ ଆଗକୁ ବଢୁଛି ଭୀଷଣ ବାତ୍ୟା। ଚେନ୍ନାଇ ଠାରୁ ୨୬୦କିମି ଏବଂ ବିଶାଖାପାଟନମ ଠାରୁ ୪୭୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା।

ଗୋପାଳପୁର ରାଡାର ଜରିଆରେ ଜଣାଯାଇଛି

 ବର୍ତ୍ତମାନ ବାତ୍ୟାର କେନ୍ଦ୍ର ନିକଟରେ ପବନର ବେଗ ୯୦ ରୁ ୧୦୦କିମି ସର୍ବାଧିକ ୧୦୦କିମି ପ୍ରବାହିତ ହେଉଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ତୀବ୍ର ବୃଷ୍ଟିପାତ ଜାରି ରହିଛି। ଏହି ସୂଚନା ଗୋପାଳପୁର ରାଡାର ଜରିଆରେ ଜଣାଯାଇଛି।

Flight crash: ଫ୍ଲୋରିଡାରେ କ୍ଷେପଣାସ୍ତ୍ର ପରି ରାସ୍ତାରେ ଖସିପଡ଼ିଲା ବିମାନ; ଜଳିବାର ଭୟଙ୍କର ଦୃଶ୍ୟ ଭିଡିଓରେ କଏଦ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.