ARTICLE AD BOX
ଭୁବନେଶ୍ବର: ସଲୋନି କଚି ଘନି ସୋରିଷ ତେଲ ପକ୍ଷରୁ ବଲିଉଡ୍ ସିନେମା ଧମାଲ ୪ ସହିତ ସହଯୋଗିତା କରାଯାଇଛି। ଧମାଲ-୪ ଯେଉଁଭଳି ନିଜର ହାସ୍ୟରସ ଜରିଆରେ ପରିବାରର ମନୋରଞ୍ଜନ କରି ହୃଦୟ ଜିତୁଛି, ଠିକ୍ ସେଭଳି ସଲୋନି ସୋରିଷ ତେଲ ବର୍ଷ ବର୍ଷ ଧରି ଏହାର ସ୍ବାଦ, ଗୁଣାବତ୍ତା ଓ ସ୍ବାସ୍ଥ୍ୟବର୍ଦ୍ଧକ ଗୁଣ ଜରିଆରେ ସବୁ ରୋଷେଇର ଅଂଶ ପାଲଟିଛି।
Advertisment
ନିଜର ବିଶିଷ୍ଟ ସ୍ବାଦ ଓ ପୋଷଣ ଜରିଆରେ ଏହା ଦୈନନ୍ଦିନ ଭୋଜନକୁ ସ୍ବାଦିଷ୍ଟ କରିବା ସହ ଲୋକମାନଙ୍କୁ ସ୍ବାସ୍ଥ୍ୟର ମଧ୍ୟ ଯତ୍ନ ନେଉଛି। ଏହି ଅବସରରେ ସଲୋନି ସୋରିଷ ତେଲ ତରଫରୁ ଏହାର ଡିଜିଟାଲ ପ୍ଲାଟଫର୍ମରେ ଏକ ପ୍ରତିଯୋଗିତା ଆୟୋଜନ କରାଯାଇଛି ଯାହା ବିଜେତାମାନଙ୍କୁ ପୁରସ୍କୃତ କରାଯିବ।

3 weeks ago
12


