ARTICLE AD BOX
ସଦର ଥାନା ଅତର୍ଗତ ପଡ଼ିଆବାହାଲ ଅଂଚଳ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସ୍ତନ୍ୟପାନ କରୁଥିବା କୋମଳମତି ଝିଅ ପାଖରୁ ମାକୁ ଛଡାଇନେଲା ଟ୍ରକ ଦୁର୍ଘଟଣା। ମୃତ ମା ଦୀପାଞ୍ଜଳି ଭୋଇ (୩୪)ଙ୍କ ରାସ୍ତା ଉପରେ ଶବ ରଖି ଜାତୀୟ ରାଜପଥ ଅବରୋଧ କରାଯାଇଛି।
Sambalpur truck accident Photograph: (sambad.in)ସମ୍ବଲପୁର: ସଦର ଥାନା ଅତର୍ଗତ ପଡ଼ିଆବାହାଲ ଅଂଚଳ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସ୍ତନ୍ୟପାନ କରୁଥିବା କୋମଳମତି ଝିଅ ପାଖରୁ ମାକୁ ଛଡାଇନେଲା ଟ୍ରକ ଦୁର୍ଘଟଣା। ମୃତ ମା ଦୀପାଞ୍ଜଳି ଭୋଇ (୩୪)ଙ୍କ ରାସ୍ତା ଉପରେ ଶବ ରଖି ଜାତୀୟ ରାଜପଥ ଅବରୋଧ କରାଯାଇଛି। ପୁଲିସ ସହାୟତାରେ ଶିଶୁକୁ ସମ୍ବଲପୁର ହସ୍ପିଟାଲକୁ ସ୍ଥାନାନ୍ତର।
ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
ପଡିଆବାହାଲ, ବାରିବନ୍ଦ ଛକରେ ସକାଳ ପାଖାପାଖି ୬.୪୦ରେ ଦୁର୍ଘଟଣା ହୋଇଛି। ସ୍ତନ୍ୟପନ ସମୟରେ ଘର ଭିତରେ ଟ୍ରକ ପଶି ଓଲଟି ପଡିଥିଲା। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ବଢିଛି ପ୍ରତିକ୍ରିୟା ଓ ରାସ୍ତାରୋକ ହୋଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ନେଉଛନ୍ତି ପଦକ୍ଷେପ।
Textbook Error: ପାଠ୍ୟପୁସ୍ତକ ତ୍ରୁଟି ମାମଲା: ପୂର୍ବତନ ଏସ୍ସିଇଆର୍ଟି ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 weeks ago
9


