Kaviya Maran Marriage: ବାଜିବ ସାହାନାଇ, ହେବ ବିବାହ;  ବଧୂ ସାଜିବେ କାଭ୍ୟା ମାରନ

1 month ago 13
ARTICLE AD BOX

ଆଇପିଏଲ୍ ଫ୍ରାଞ୍ଚାଇଜ୍ ସନରାଇଜର୍ସ ହାଇଦ୍ରାବାଦର ମାଲିକାଣି କାଭ୍ୟା ମାରନ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ନେଇ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର ଧରିଛି।

ନୂଆଦିଲ୍ଲୀ: ଆଇପିଏଲ୍ ଫ୍ରାଞ୍ଚାଇଜ୍ ସନରାଇଜର୍ସ ହାଇଦ୍ରାବାଦର ମାଲିକାଣି କାଭ୍ୟା ମାରନ ଏବେ ଚର୍ଚ୍ଚାରେ। ଚଳିତ ଆଇପିଏଲ ସମୟରେ  ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ। ଦଳର ବିଜୟରେ ତାଙ୍କ ଉତ୍ସାହ ଓ ପରାଜୟରେ ତାଙ୍କ ଭାବପ୍ରବଣଭରା ପ୍ରତିକ୍ରିୟା ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା। ତେବେ ସେ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ନେଇ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ହଠାତ ତାଙ୍କ ବିବାହକୁ ନେଇ କାହିଁକି ଏତେ ଚର୍ଚ୍ଚା ହେଉଛି ଏବଂ ସେ କାହାକୁ ବିବାହ କରିବାକୁ ଯାଉଛନ୍ତି। ଆସନ୍ତୁ ଜାଣିବା 

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.