ARTICLE AD BOX
ନୂଆଦିଲ୍ଲୀ: ପୃଥିବୀରୁପ୍ରତିରାତିଯେଉଁଚନ୍ଦ୍ରକୁଆମେଦେଖୁଛୁ, ସେହିଚନ୍ଦ୍ରରଛାତିରେହୋଇଛିଭୟଙ୍କରବିସ୍ଫୋରଣ।ମାତ୍ରକିଛିସେକେଣ୍ଡରଧକ୍କା... ଆଉସୃଷ୍ଟିହୋଇଗଲା୨୨୨ମିଟରଚଉଡ଼ାବିରାଟଗାତ।ବିଶେଷକଥାହେଲା, ଏଭଳିଘଟଣାଶହେବର୍ଷରେଥରେଘଟେ।ଆଉଏହିଗାତ୨ବର୍ଷଧରିଚନ୍ଦ୍ରରେଥିଲେବିକାହାରନଜରକୁଆସିନଥିଲା।ତେବେକିଏକଲାଚନ୍ଦ୍ରଉପରେଏହିଆକ୍ରମଣ? ତେବେ ଚନ୍ଦ୍ରରଛାତିରେ ହୋଥିବା ତାଜାକ୍ଷତଚିହ୍ନରନାଁରଖାଯାଇଛି ‘ମ୍ୟାକଗେଟଚିନ୍’।ଆକାରଏତେବଡ଼ଯେ, ଏକାସାଙ୍ଗରେଅନେକଫୁଟବଲମାଠଏହାଭିତରେଫିଟ୍ହୋଇଯିବ।ନାସାରବୈଜ୍ଞାନିକଙ୍କଅନୁମାନ, ୨୦୨୪ମସିହାରେଏକବିଶାଳକ୍ଷୁଦ୍ରଗ୍ରହକିମ୍ବାଧୂମକେତୁଘଣ୍ଟାପ୍ରତିହଜାରହଜାରକିଲୋମିଟରବେଗରେଆସିଚନ୍ଦ୍ରସହଧକ୍କାହୋଇଥିଲା।ଆଉସେହିଧକ୍କାରେଥରିଉଠିଥିଲାଚନ୍ଦ୍ରପୃଷ୍ଠ। ସବୁଠାରୁରହସ୍ୟମୟକଥାହେଉଛି, ଏହିଗାତଟିଗତଦୁଇବର୍ଷଧରିଚନ୍ଦ୍ରରେରହିଥିଲା।କିନ୍ତୁଏହାକୁକେହିଦେଖିପାରିନଥିଲେ।୨୦୦୯ମସିହାରୁଚନ୍ଦ୍ରକୁନଜରରେରଖିଥିବାନାସାରଲୁନାରରିକନିସେନ୍ସଅର୍ବିଟରରନୂଆଫଟୋଯାଞ୍ଚବେଳେହଠାତ୍ଏହିବିଶାଳଦାଗଦେଖିଥିଲେଗବେଷକରବର୍ଟୱାଗନର।ପ୍ରଥମେଏହାକୁସାଧାରଣଚିହ୍ନଭାବିଥିଲେ, କିନ୍ତୁପରେଜଣାପଡ଼ିଲାଏହାଏକନୂଆଗାତ।
Nuclear explosion: ଚନ୍ଦ୍ରରେ ପରମାଣୁ ବିସ୍ଫୋରଣ ଯୋଜନା!
ବୈଜ୍ଞାନିକଙ୍କହିସାବକହୁଛି, ଯେଉଁମହାକାଶୀୟପଥରଚନ୍ଦ୍ରକୁଧକ୍କାଦେଇଥିଲା, ତାହା୩ରୁ୬ମହଲାବିଲ୍ଡିଂଭଳିବଡ଼ଥିଲା।ଏହାରଧକ୍କାଏତେଶକ୍ତିଶାଳୀଥିଲାଯେଚନ୍ଦ୍ରରମାଟିଓପଥରଶହଶହକିଲୋମିଟରଦୂରକୁଛିଟିକିଯାଇଥିଲା। ‘ସାଇନ୍ସଆଡଭାନ୍ସେସ୍’ ଜର୍ଣ୍ଣାଲଅନୁଯାୟୀ, ସୌରମଣ୍ଡଳରେଏପର୍ଯ୍ୟନ୍ତଚିହ୍ନଟହୋଇଥିବାସବୁଠାରୁବଡ଼ନୂଆଗାତହେଉଛିଏହା। ତେବେପ୍ରଶ୍ନଉଠୁଛି, ପୃଥିବୀରେଏଭଳିଧକ୍କାକାହିଁକିକମ୍ଦେଖାଯାଏ? କାରଣପୃଥିବୀରରକ୍ଷାକବଚହେଉଛିତା’ରବାୟୁମଣ୍ଡଳ।ମହାକାଶରୁଆସୁଥିବାଅଧିକାଂଶପଥରବାୟୁମଣ୍ଡଳରେପ୍ରବେଶକରିବାସମୟରେଜଳିଯାଏ।କିନ୍ତୁଚନ୍ଦ୍ରପାଖରେଏଭଳିକୌଣସିସୁରକ୍ଷାକବଚନାହିଁ।ଫଳରେଯାହାଆସେ, ସିଧାଚନ୍ଦ୍ରଉପରେମାଡ଼ହୋଇଯାଏ। ଆମପାଇଁଏହାଏକରୋମାଞ୍ଚକରଖବରହୋଇପାରେ, କିନ୍ତୁବୈଜ୍ଞାନିକଙ୍କପାଇଁଏହାଏକଖୋଲାପାଠଶାଳା।କାରଣଏହିତାଜାଗାତଚନ୍ଦ୍ରରଭୂତତ୍ତ୍ୱ, ମହାକାଶୀୟଧକ୍କାଏବଂଭବିଷ୍ୟତରମାନବଚନ୍ଦ୍ରମିଶନପାଇଁନୂଆତଥ୍ୟଦେବ।ଅର୍ଥାତ୍ଚନ୍ଦ୍ରରଏହିକ୍ଷତ... ମଣିଷରଭବିଷ୍ୟତଚନ୍ଦ୍ରଯାତ୍ରାରରାସ୍ତାଖୋଲିପାରେ।

25 minutes ago
1


