Gold Becomes Cheaper: କମୁଛି ସୁନା ତଥାପି କିଣୁ ନାହାନ୍ତି ଲୋକେ!

4 hours ago 1
ARTICLE AD BOX

ଚଳିତ ବର୍ଷ ଏପ୍ରିଲରୁ ଜୁନ୍ ମଧ୍ୟରେ ଭାରତରେ ସୁନାର ଚାହିଦା ଗତ ଛଅ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସିଛି। ତେବେ ସୁନା ଶସ୍ତା ହେଉଥିଲେ ମଧ୍ୟ କାହିଁକି କିଣୁନାହାନ୍ତି ଲୋକେ ?

ସୁନା ଦର କମିବାରେ ଲାଗିଛି। କିନ୍ତୁ କିଣୁନାହାନ୍ତି ଲୋକେ। ଚଳିତ ବର୍ଷ ଜାନୁଆରି ଶେଷରେ MCXରେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ପିଛା ପ୍ରାୟ ୧ ଲକ୍ଷ ୯୩ ହଜାର ଟଙ୍କାରେ ପହଞ୍ଚିଥିଲା। ବର୍ତ୍ତମାନ ସେହି ଦର ପ୍ରାୟ ୧ ଲକ୍ଷ ୪୨ ହଜାର ଟଙ୍କାକୁ ଖସି ଆସିଛି। ଅର୍ଥାତ୍ ସର୍ବାଧିକ ଦରଠାରୁ ସୁନାର ମୂଲ୍ୟ ୨୬ ପ୍ରତିଶତରୁ ଅଧିକ କମିଛି। କେବଳ ଏତିକି ନୁହେଁ ଚଳିତ ବର୍ଷ ଏପ୍ରିଲରୁ ଜୁନ୍ ମଧ୍ୟରେ ଭାରତରେ ସୁନାର ଚାହିଦା ଗତ ଛଅ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସିଛି। ତେବେ ପ୍ରଶ୍ନ ଉଠୁଛି ସୁନା ଶସ୍ତା ହେଉଥିଲେ ମଧ୍ୟ ଲୋକେ କିଣୁନାହାନ୍ତି କାହିଁକି ? କ'ଣ ରହିଛି ଏହା ପଛର କାରଣ? 

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.