Ganesh Puja: ଗଣେଶ ପୂଜାରେ ଆସିଲା ତିନିଟି ଓଡ଼ିଆ ଛବି

3 days ago 4
ARTICLE AD BOX

ଭୁବନେଶ୍ବର: ଚଳିତ ବର୍ଷ ଗଣେଶପୂଜାକୁ ଆଖିରେ ରଖି ତିନିଟି ଓଡ଼ିଆ ଛବି ମୁକ୍ତିଲାଭ କରିଛି। ଏଥିମଧ୍ୟରୁ ପ୍ରଥମଟି ହେଲା ଓଲିଉଡଲୋକପ୍ରିୟପ୍ରଯୋଜନାସଂସ୍ଥାଅମୀୟପଟ୍ଟନାୟକପ୍ରଡକ୍ସନ୍ସବ୍ୟାନରରେନିର୍ମିତବହୁପ୍ରତୀକ୍ଷିତଓଡ଼ିଆହରର୍ଥ୍ରିଲର୍ଚଳଚ୍ଚିତ୍ରଦାହାନ- ଦିଇଭିଲ୍ୱିଥିନ୍। ଏହାସେପ୍ଟେମ୍ବର୧୧ତାରଖରେ ମୁକ୍ତିଲାଭକରିଛି।ଏହିଚଳଚ୍ଚିତ୍ରରେବର୍ଷାପଟ୍ଟନାୟକ, ଅରୋଶିଖାମିଶ୍ର, ସମ୍ରାଟମହାପାତ୍ର, ପାର୍ଥସାରଥୀରାୟ, ନିଶାନ୍ତମଜିଠିଆ, ଚୌଧୁରୀଜୟପ୍ରକାଶଦାସ, ପ୍ରଣବପ୍ରସନ୍ନରଥପ୍ରମୁଖମୁଖ୍ୟଭୂମିକାରେଅଛନ୍ତି।ସଂଳାପପ୍ରଣବପ୍ରସନ୍ନରଥଲେଖିଥିବାବେଳେକ୍ୟାମେରାପରିଚାଳନାଦୀପକକୁମାରସମ୍ପାଦନାକରିଛନ୍ତି  ରଶ୍ମିରଞ୍ଜନଦାଶ।ଆଶିଷପ୍ରଧାନଏହାରସଙ୍ଗୀତକାର 'ମନ୍ତ୍ରମୁଗ୍ଧ'ଅପାରସଫଳତାପରେନିର୍ମାତାଏହିନୂଆସିନେମାକୁଓଡ଼ିଆହରର୍ସିନେମାରପରବର୍ତ୍ତୀସ୍ତରବୋଲିଦାବିକରିଛନ୍ତି।ଏହିସିନେମାରକାହାଣୀ, ଚିତ୍ରନାଟ୍ୟସାଙ୍ଗକୁନିର୍ଦ୍ଦେଶନାଭାରନେଇଛନ୍ତିଜାତୀୟଚଳଚ୍ଚିତ୍ରପୁରସ୍କାରବିଜେତାଅନୁପମଏବଂବର୍ଷାପଟ୍ଟନାୟକମିଳିତଭାବେଏହାରପ୍ରଯୋଜନାକରିଛନ୍ତି।

‘ଦଣ୍ଡକାଳୀ’  ବି ସେପ୍ଟେମ୍ବର୧୧ତାରଖରେ ମୁକ୍ତିଲାଭକରିଛି। ଏହି ସିନେମାରେ ମହାଶ୍ବେତା, ସୂର୍ଯ୍ୟମୟୀ,  ସିଦ୍ଧାନ୍ତ, ଉଷସୀ ମିଶ୍ର, ଏଲି ପାଢ଼ୀ, କେ କେ,  ଜୟପ୍ରକାଶ ଦାସ, ଅମର, ତୃପ୍ତି ମୀରାମ୍ବିକା, ଶିଶୁ କଳାକାର ମାଙ୍କେ ପ୍ରମୁଖ ଅଭିନୟ କରିଛନ୍ତି। ଏହାର ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ଦିଲୀପ ଚୌଧୁରୀ। ରାଜଶ୍ରୀ ସିନେକ୍ରାପ୍ଟ ବ୍ୟାନରରେ ନିର୍ମିତ ‘ଦଣ୍ଡକାଳୀ’ ର ନିର୍ଦ୍ଦେଶକ ହେଲେ ସୁଧାଂଶୁ ମୋହନ ସାହୁ। ପ୍ରେମ ଆନନ୍ଦ ଏହାର ସଙ୍ଗୀତକାର।

ଏଣେ ସେପ୍ଟେମ୍ବର୧୩ ତାରଖରେ ପରଦାକୁଆସିଛିନୂଆପ୍ରେମକାହାଣୀସମ୍ବଳିତସିନେମାଯଦିକାଜଲରାୟଙ୍କପ୍ରଯୋଜିତତଥାଦିବ୍ୟଜିତଉଦୟସିଂହଙ୍କନିର୍ଦ୍ଦେଶିତଏହିସିନେମାରେଶୈଳେନ୍ଦ୍ର, ପ୍ରିୟମ୍ବଦା, ଆକାଶ ହୋତା, ଭକ୍ତିରଂଜନ, ସୁଶାନ୍ତଦାସମହାପାତ୍ର, ରବିମିଶ୍ର, ଧରିତ୍ରୀଖଣ୍ଡୁଆଳ, ରାନିସାମଲ, ବାଳକୃଷ୍ଣନାୟକସୁଶ୍ରୀନନ୍ଦପ୍ରମୁଖଅଭିନୟକରିଛନ୍ତି।ରୁଦ୍ରକାନ୍ତସିଂଏହାରସିନେମାଟୋଗ୍ରାଫର୍ସୋମେଶଶତପଥୀସଙ୍ଗୀତକାର। 

ସଫଳତାକୁ ନେଇ ଆଶାବାଦୀ

ତିନିଟିଯାକ ଛବି ଭିନ୍ନ ଭିନ୍ନ ସ୍ବାଦର ହୋଇଥିବା ହେତୁ ସମସ୍ତ ପ୍ରଯୋଜକ ସଫଳତାକୁ ନେଇ ଆଶାବାଦୀ ଅଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.