Farmers Worried: ବନ୍ୟାଜଳରେ ବୁଡ଼ିଛି ଶହ ଶହ ଏକର ଚାଷଜମି, ଚିନ୍ତାରେ ଚାଷୀ

4 weeks ago 7
ARTICLE AD BOX

ହାଟଡିହି: ବନ୍ୟା ଜଳରେ ଏବେବି ବୁଡ଼ି ରହିଛି ଶହ ଶହ ଏକର ଚାଷ ଜମି। ମୁଣ୍ଡରେ ହାତ ଦେଲେଣି ଚାଷୀ। ଆଉ ଚାଷ ହେବା ଅସମ୍ଭବ। ଶ୍ରାବଣ ମାସ ଶେଷ ହୋଇ ଭାଦ୍ରବ ମାସ ହେଲାଣି ଆଉ ତଳି ପଡିବ କେବେ,  ଧାନ ହେବ କେବେ,  ଧାନ ନହେଲେ ପରିବାର ଚଳିବ କେମିତି,  ଏମିତି ଅନେକ ଚିନ୍ତାରେ ଚାଷୀ

Advertisment

ଚାଷୀଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି ଅସନ୍ତୋଷ

ଅନ୍ୟପଟେ ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସରକାର ଅନୁଦାନ ଘୋଷଣା କରିଥିଲେ ମଧ୍ୟ ଏଯାବତ ଅଧିକାରୀଙ୍କ ଦ୍ୱାରା ସମ୍ପୃକ୍ତ ଚାଷ ଜମି ଗୁଡିକର କ୍ଷୟ କ୍ଷତିର ତଦନ୍ତ କରାଯାଇନାହିଁ। ଫଳରେ କ୍ଷତିଗ୍ରସ୍ତ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ODRAF: ୪ ଦିନ ଧରି ଜଳବନ୍ଦୀ ଥିବା ଆଶ୍ରମ ସରକାରୀ ଆବାସିକ ବିଦ୍ୟାଳୟର ୨୩୦ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କଲା ଓଡ୍ରାଫ୍ ଟିମ୍

Read Entire Article
LEFT SIDEBAR AD

Hidden in mobile, Best for skyscrapers.