ARTICLE AD BOX
ରାଉରକେଲା: ଆଜି ବଣାଇ ମିର୍ବାଚନ ମଣ୍ଡଳୀରେ ସମ୍ବାଦ ପକ୍ଷରୁ ପରିବେଶ ପଂଚାୟତ କାର୍ଯ୍ୟକ୍ରମ ବଣାଇ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି l
Advertisment
Body Recovered: ରତିପାଲି ପୋଖରୀରୁ ଯୁବକଙ୍କ ଶବ ଉଦ୍ଧାର
ପରିବେଶ ସୁରକ୍ଷା ଉପରେ ବକ୍ତବ୍ୟ
ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ମୁଖ୍ୟ ଅତିଥି, ବଣାଇ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ମୁଖ୍ୟ ବକ୍ତା, ବଣାଇ କଲେଜ ଅଧକ୍ଷ ଡକ୍ଟର ଜେନାମଣି ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ସହରର ବିଭିନ୍ନ ବର୍ଗର ଲୋକ ଓ ଛାତ୍ରଛାତ୍ରୀ ଯୋଗ ଦେଇ ପରିବେଶ ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ l

2 months ago
18


